Nojoto: Largest Storytelling Platform

Best କାଳିଆ Shayari, Status, Quotes, Stories

Find the Best କାଳିଆ Shayari, Status, Quotes from top creators only on Nojoto App. Also find trending photos & videos about କାଳିଆ yojana new list 2020, କାଳିଆ yojana new list, କାଳିଆ yojana list, କାଳିଆ portal, କାଳିଆ ଯୋଜନା ତାଲିକା,

  • 2 Followers
  • 3 Stories
    PopularLatestVideo

Jyotshna Rani Sahoo

#yqodia#କାଳିଆ

read more
ଦୀର୍ଘଦିନ ପରେ ଆଜି ଦେଖିଲି
ତାକୁ ଦେଖିବାକୁ ଚେଷ୍ଟା କଲି ବୋଲି
ଭାବୁଥିଲି ସେ ହଜି ଗଲାଣି
ଯେମିତି ମୁଁ ହଜିଯାଏ 
ମୋ ନିଜ ଭିତରେ
ଆଖିରେ ଦୁଇ ବୁନ୍ଦା ଲୁହ ଥିଲା
ଗଡ଼ିଗଲା ପରେ ଦିଶିଲା
ଚକା ଡୋଳା ଭଳିଆ ଚକ୍ ଚକ୍
ମୋ ନିଜ ଭିତରେ ମୁଁ ବୁଲେ
ଦିଗହରା ପଥିକ ହେଇ
ଆଉ ଯୁଆଡ଼େ ଗଲେ
ବୁଲି ବାଲି ତାକୁ ଭେଟେ
ଏଥର ଟିକେ ଡେରିରେ ଭେଟିଲି
ମୁଁ ଆଉ ସେ ଦୁହେଁ ଥିଲୁ
ମୋ ଭିତରେ ସେ ଥିଲା
ଆଉ ତା ଭିତରେ ମୁଁ #yqodia#କାଳିଆ


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile