Find the Best yqodia Shayari, Status, Quotes from top creators only on Nojoto App. Also find trending photos & videos about
Sandhya Rani Das
ଅଜବ ଦୁନିଆ ।। ଏଠି ମିଛ କହି ହୁଏ ନିଜର ସତ କହି ହୁଏ ଅଲୋଡ଼ା , ନିଃସ୍ୱାର୍ଥପରତା କେହି ମୂଲ୍ୟ ବୁଝେ ନାହିଁ ସ୍ବାର୍ଥରେ ଚାଲେ ଏ ଦୁନିଆ ।। ଅଜବ ଦୁନିଆ ।। ଧର୍ମ କୁ ବା କିଏ ପଚାରେ ଅଧର୍ମ ରେ ହୁଏ ଏଠି ବଳିୟାନ ଅନ୍ୟାୟର ପ୍ରତିବାଦ କରେ ଯେ ଦୋଷୀ ସଜାଏ ତାଙ୍କୁ ଦୁନିଆ , ବାଃ ରେ ଅଜବ ଦୁନିଆ ।। ଅଜବ ଦୁନିଆ।। ଏଠି ଉପକାର ଶବ୍ଦ ଶୋଭା ପାଏ ବହିରେ ଉପକାରୀ ର କୃତାର୍ଥ ନ ହୋଇ କି ଉପକାର ବା କରିଛୁ କହି ଧକ୍କା ମାରେ ଏଇ ଦୁନିଆ, ସତରେ ବଡ଼ ଅଜବ ଦୁନିଆ ।। _Sandhya Rani Das #yqdidi #yqodia #ସ୍ବାର୍ଥପର_ଦୁନିଆ
Sandhya Rani Das
ଅତୁଳନୀୟ ସୌନ୍ଦର୍ଯ୍ୟର ଛବିଟିଏ ।। ହୃଦୟ ତା'ର କୋମଳ ଶୀତଳତାର ଭଣ୍ଡାରଟିଏ ।। ଅଦୃଶ୍ୟ ଶକ୍ତିର ଜାଦୁଗରୀଟିଏ ।। ମନମୋହିନୀ ରୂପର ଦେବୀଟିଏ ।। ଦିଗ ନିର୍ଣ୍ଣୟ କରୁଥିବା ଦିଗସୂଚକଟିଏ ।। ଅନ୍ଧାର ଆକାଶରେ ଚିକମିକ୍ କରୁଥିବା ହୀରାଟିଏ ।। ସବୁ କବିଙ୍କର ହାତ ଲେଖା କବିତାଟିଏ ।। ଦିନ ସାରା ଆକ୍ରାନ୍ତ ପରିଶ୍ରମରୁ ଉପଶମର ସ୍ରୋତଟିଏ ।। ସ୍ବପ୍ନ ଦେଶର କାଳ୍ପନିକ କାହାଣୀଟିଏ ।। ସତେ ରୂପା କାରିଗରୀ ଚାରୁକଳାର ବିନ୍ଦୁଟିଏ ।। Collab କରନ୍ତୁ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। #Collab #ଦୂରଆକାଶେତାରା #yqbhaina #yqodia #odiakavita #challenge #odiawritings #YourQuoteAndMine Collaborating with YourQuote Bhaina
Collab କରନ୍ତୁ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। #Collab #ଦୂରଆକାଶେତାରା #Yqbhaina #yqodia #odiakavita #Challenge #odiawritings #YourQuoteAndMine Collaborating with YourQuote Bhaina
read moreSandhya Rani Das
ମୁଁ ଭୁଲି ଯାଏ ମୋ ନିଜକୁ ।। ଯେବେ ମୋ ଆଖି ଦେଖୁଥାଏ ତୁମକୁ ।। ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ଭୁଲିଯାଏମୁଁ #collab #yqbhaina #yqodia #munodia #yqodiawriting #odiawritings #YourQuoteAndMine Collaborating with YourQuote Bhaina
ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ଭୁଲିଯାଏମୁଁ #Collab #Yqbhaina #yqodia #munodia #yqodiawriting #odiawritings #YourQuoteAndMine Collaborating with YourQuote Bhaina
read moreSandhya Rani Das
ହୃଦୟ ର ଗଭୀରତାରୁ କମ୍ପନ ଉଠେ ବାର ବାର ।। ସତେ ଏ କାହା ସ୍ବର ଜାଣିଛି ମୁଁ କି ହଜାରେ ପ୍ରଶ୍ନ ହୁଏ ଅଙ୍କୁରିତ ମନର ।। ସ୍ବର ର ଗୁଜରିତ ଶଦ୍ଦ କାନରେ ଶୁଭେ ହୋଇ ଥର ଥର ବାସ୍ତବତାରେ କିଛି ତ ସଂପର୍କ ଅଛି ଏ ସ୍ବର ସାଥେ ମୋର ।। ଲେଖନ୍ତୁ କିଛି ମନଛୁଆଁ କଥା ବା କବିତା ଉପରୋକ୍ତ ଶୀର୍ଷକରେ.. #ଶୁଭେଯେବେ #yqbhaina #munodia #odiakavita #yqodia #collab #challenge #YourQuoteAndMine Collaborating with YourQuote Bhaina
ଲେଖନ୍ତୁ କିଛି ମନଛୁଆଁ କଥା ବା କବିତା ଉପରୋକ୍ତ ଶୀର୍ଷକରେ.. #ଶୁଭେଯେବେ #Yqbhaina #munodia #odiakavita #yqodia #Collab #Challenge #YourQuoteAndMine Collaborating with YourQuote Bhaina
read moreSandhya Rani Das
ଯେବେ ଖେଳେ ଖେଳ ସମୟ ।। ବାସ୍ତବତାକୁ ବୁଝି କି ବି ରୋକି ପାରେନି ତା ପରିଚୟ ।। ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ହଜିଯାଏପରିଚୟ #collab #odiawritings #yourquoteodia #yqbhaina #munodia #yqodia #YourQuoteAndMine Collaborating with YourQuote Bhaina
ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ହଜିଯାଏପରିଚୟ #Collab #odiawritings #yourquoteodia #Yqbhaina #munodia #yqodia #YourQuoteAndMine Collaborating with YourQuote Bhaina
read moreSandhya Rani Das
ନିଜେ ହରେଇ ବସେ ନିଜେ ତା'ର ଠିକଣା ।। Collab କରନ୍ତୁ ଚିନ୍ମୟ କୁମାର ନାୟକଙ୍କ ଦ୍ଵାରା ପ୍ରଦତ୍ତ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। #Collab #ଆଖିଯେବେଭୁଲେ #yqbhaina #yqodia #odiakavita #challenge #odiawritings #YourQuoteAndMine Collaborating with YourQuote Bhaina
Collab କରନ୍ତୁ ଚିନ୍ମୟ କୁମାର ନାୟକଙ୍କ ଦ୍ଵାରା ପ୍ରଦତ୍ତ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। #Collab #ଆଖିଯେବେଭୁଲେ #Yqbhaina #yqodia #odiakavita #Challenge #odiawritings #YourQuoteAndMine Collaborating with YourQuote Bhaina
read moreSandhya Rani Das
ଲେଖିବାକୁ ଅନେକ କଥା ।। କେମିତି ଲେଖିଥାନ୍ତି ବା ସେଥିରେ ସରି ନ ଥାନ୍ତା ସେ ସବୁ କଥା ।। ଲେଖନ୍ତୁ କିଛି ମନକଥା ଏଇ ଶୀର୍ଷକରେ.. #ଫର୍ଦ୍ଦେକାଗଜ #yqodia #yqbhaina #collab #YourQuoteAndMine Collaborating with YourQuote Bhaina
ଲେଖନ୍ତୁ କିଛି ମନକଥା ଏଇ ଶୀର୍ଷକରେ.. #ଫର୍ଦ୍ଦେକାଗଜ #yqodia #Yqbhaina #Collab #YourQuoteAndMine Collaborating with YourQuote Bhaina
read moreSandhya Rani Das
ଦୁଃଖ ତ ସେତେବେଳେ ଲାଗେ ।। ସବୁଠୁ ବିଶ୍ବାସର ଲୋକ ଯେବେ ଆମ ବିଶ୍ବାସ ଭାଙ୍ଗି ଥାଏ ।। ଆଉ ସୁଖ ତ ସେତେବେଳେ ଲାଗେ ।। ଯାହା ଉପରେ ବିଶ୍ୱାସ ଆମର କେବେ ନ ଥାଏ କିନ୍ତୁ ସେ ଆମର ସବୁଠୁ ବିଶ୍ୱାସନୀୟ ହୋଇଥାଏ ।। #yqodia #yqbhaina #ବିଶ୍ବାସଘାତକ #ବିଶ୍ୱାସ_ଥରେ_ଭାଙ୍ଗିଲେ_ଯୋଡି_ହୁଏ_କି
Sandhya Rani Das
ପର କେବେ ବି ନିଜର ହୋଇ ପାରିବେ , କିନ୍ତୁ ନିଜର ସବୁବେଳେ ନିଜର ହୋଇ ରହି ପାରେନା ।। #yqodia #yqbhaina #ନିଜର #ପର #ବହୁତ #ଅନ୍ତର
Sandhya Rani Das
ଜହ୍ନ କଣ ଆକାଶର ଅନ୍ଧକାରକୁ ଦୂର କରି ପାରେ ।। ଜହ୍ନ ବିନା ଆକାଶ କି ରାତିକୁ ରୋକି ଦେଇ ପାରେ ।। #yqodia #yqbhaina #ଜହ୍ନହୀନଆକାଶ #ଜହ୍ନଓରାତିରକାହାଣୀ