Nojoto: Largest Storytelling Platform

Download ଶେଷ ଭାଗରେ ଲେଖ Status, Shayari, Quotes

ଶେଷ ଭାଗରେ ଲେଖାଥିବା ସେଇ ପଦକ କଥା, ଇତି ତୁମର ସତେ କେତେ ଆପଣା ଆପଣା ଲାଗୁଥିଲା କେବେ ଆକାଶ ଭର୍ତ୍ତି ସୁଖ ତ ପୁଣି କେବେ ମହଣେ ଦୁଃଖର ସେ ବାର୍ତ୍ତାବହ ଥିଲା ଥିଲା କେବେ ସେ ଏକ ସନ୍ତକ କ

Tafizul Sambalpuri

  • 1 Stories
  • Popular
  • Latest
  • Video
f81efd748804cf8452b84575ebfb66fb

Tafizul Sambalpuri

ଶେଷ ଭାଗରେ ଲେଖାଥିବା 
ସେଇ ପଦକ କଥା, ଇତି ତୁମର
ସତେ କେତେ ଆପଣା ଆପଣା ଲାଗୁଥିଲା
କେବେ ଆକାଶ ଭର୍ତ୍ତି ସୁଖ ତ ପୁଣି କେବେ 
ମହଣେ ଦୁଃଖର ସେ ବାର୍ତ୍ତାବହ ଥିଲା 
ଥିଲା କେବେ ସେ ଏକ ସନ୍ତକ କାହାର
ବାସ୍ନା ନଥାଇ ମଧ୍ୟ ମହମହ ବାସୁଥିଲା
ହାତ ଲେଖା ସେଇ ଚଠି ଟିଏ 
ଆଉ ଆସୁନି ଏବେ 
ଏକଦା ଏରୁଣ୍ଡି ସେପାଖେ କିଏ ଜଣେ
ସର୍ବଦା ତାର ଆଗମନକୁ ଅପେକ୍ଷା କରୁଥାଲା ।

©Tafizul Sambalpuri
  #letters
loader
Home
Explore
Events
Notification
Profile