Nojoto: Largest Storytelling Platform

White ଜାଣିଛ ? ତମ ଛବି ଗୋଟେ ବଡ଼ OYO ଏଠି କିଛି ମୂହୁର୍ତ

White ଜାଣିଛ ?
ତମ ଛବି ଗୋଟେ ବଡ଼ OYO
ଏଠି କିଛି ମୂହୁର୍ତ୍ତ ଆଉ କିଛି ସମୟ ପାଇଁ
ଅଟକି ଯାଏ ମନ !
ଅଟକି ଯାଏ ଜୀବନ !!

ତମ ଛବି ଗୋଟେ ବୁଝିବାର ରାଗ
ଯୋଉଠି କେବେକେବେ ଅସ୍ତ ହେବା ସୂର୍ଯ୍ୟ ସାଥିରେ
ଅସ୍ତ ହେବାକୁ ଲାଗେ ମନ ।

ତମ ରଙ୍ଗୁଲିଆ ଛବି
ମନେ ପକେଇ ଦଉଛି, ତମ ଖୁସିର
ପ୍ରତ୍ୟେକଟି ରଙ୍ଗ ବେରଙ୍ଗର ଶୈଳୀ କୁ ।
ଯାହା ମୋ ଠାରୁ ତୁମ ଛବି ଏହା ବୁଝାଏ ଯେ
ଜୀବନରେ ଫିକା ହେଉଥିବା ରଙ୍ଗର ମଝିରେ ବି
ପ୍ରେମର ରଙ୍ଗ ପୁରାପୁରି ପକ୍କା ହେଇଥାଏ ସବୁବେଳେ 
ହଁ ସବୁବେଳେ .. .!

ଜାଣ ? . . .
ତମ ଛବି
ଆଖିର ରାସ୍ତାଦେଇ ମନରେ ପହଁଚିବା ପରେ
ହୃଦୟର ଭୟ ସବୁ ଆଖିରେ ଖେଳିଯାଏ ।

ତମ ଛବି
ଏମିତି ସବୁ ମନେ ପକେଇଦଉଛି
ଯାହା ଭାଙ୍ଗିଯାଇ ଚାହୁଁଥିବା ଲୋକେ ବି
ସବୁଦିନ ପାଇଁ ଭାଙ୍ଗିହେଇ ରହିଯାଆନ୍ତି
ହଁ ରହି ଯାଆନ୍ତି ସେ OYO ରେ❗

©KkA
  #alone #OYO
#Nojoto #Music 
#Life #Love 
#poem #story 
#Life_experience 
#କମଳାକୃଷ୍ଣ_ଅଶୋକ
kkaofficial9549

KkA

New Creator
streak icon5

#alone #oyo Nojoto #Music Life Love #poem #story #Life_experience #କମଳାକୃଷ୍ଣ_ଅଶୋକ #Poetry

144 Views