Nojoto: Largest Storytelling Platform

ଏ ନିଆଁରା ପ୍ରକୃତି (ଶୀର୍ଷକରେ ପଢ଼ନ୍ତୁ) କେତେ ନିଆଁରା ଏ

ଏ ନିଆଁରା ପ୍ରକୃତି
(ଶୀର୍ଷକରେ ପଢ଼ନ୍ତୁ) କେତେ ନିଆଁରା ଏ ପ୍ରକୃତି
ଲୋକେ ଦେଉଛନ୍ତି ତାକୁ ନଷ୍ଟ କରି ବିକୃତିରେ
ସଂଜ ସକାଳେ ଭାବେ ଲୋକେ କାହିଁ ଦିଅନ୍ତି ବଳି 
ସମସ୍ତ ଗଛ, ଲତା ଓ ପ୍ରାଣୀକୁ
କଲ କାରଖାନା ଓ ଅପର୍ଟମେଂଟ କରିବାପାଇଁ କରୁଛନ୍ତି ଅଳି
ଭଲପାଏ ମୁଁ ଏ ନିଆଁରା ପ୍ରକୃତିକୁ।(X2)

କେତେ ବରଷେ କାଳେ ଥିଲା ଏ ପ୍ରକୃତି ଜୀବନ
ଏ ନିଆଁରା ପ୍ରକୃତି
(ଶୀର୍ଷକରେ ପଢ଼ନ୍ତୁ) କେତେ ନିଆଁରା ଏ ପ୍ରକୃତି
ଲୋକେ ଦେଉଛନ୍ତି ତାକୁ ନଷ୍ଟ କରି ବିକୃତିରେ
ସଂଜ ସକାଳେ ଭାବେ ଲୋକେ କାହିଁ ଦିଅନ୍ତି ବଳି 
ସମସ୍ତ ଗଛ, ଲତା ଓ ପ୍ରାଣୀକୁ
କଲ କାରଖାନା ଓ ଅପର୍ଟମେଂଟ କରିବାପାଇଁ କରୁଛନ୍ତି ଅଳି
ଭଲପାଏ ମୁଁ ଏ ନିଆଁରା ପ୍ରକୃତିକୁ।(X2)

କେତେ ବରଷେ କାଳେ ଥିଲା ଏ ପ୍ରକୃତି ଜୀବନ