Nojoto: Largest Storytelling Platform

White ତୁମେ ଆସିଲ ପୁଣି ଚାଲିଗଲ ଅଦିନିଆ ମେଘ ପରି ଅସରାଏ ପ

White ତୁମେ ଆସିଲ ପୁଣି ଚାଲିଗଲ ଅଦିନିଆ ମେଘ ପରି ଅସରାଏ ପ୍ରଶ୍ନ ମାନଙ୍କ ବର୍ଷାରେ ଭିଜେଇ ଦେଇଗଲ। ବର୍ଷା ଛାଡ଼ିଗଲା ହେଲେ ଅଦିନିଆ ଦ୍ଵନ୍ଦ ମାନଙ୍କ ସର୍ଦ୍ଦିରେ ଆଜି ମୁଁ ଆକଚା ମାକଚା.....☔👨‍❤️‍💋‍👨

©Rajguru
  #rainy_season #ନୋଜୋଟୋଓଡ଼ିଆ #ବର୍ଷା #ରାଜଗୁରୁ #rajguru
rajguru7213

Rajguru

Bronze Star
New Creator
streak icon37

#rainy_season #ନୋଜୋଟୋଓଡ଼ିଆ #ବର୍ଷା #ରାଜଗୁରୁ #rajguru #ପ୍ରେମ

153 Views