Nojoto: Largest Storytelling Platform

ମନ ପହଁରେ ସ୍ୱପ୍ନ ର ସାଗରେ, ଓଠ ଛୁଏଁ ଏଠି ମଦିରା ର କୂଳ..

ମନ ପହଁରେ ସ୍ୱପ୍ନ ର ସାଗରେ,
ଓଠ ଛୁଏଁ ଏଠି ମଦିରା ର କୂଳ....
ମନ ଘୁରିବୁଲେ ଆକାଶ ଉର୍ଦ୍ଧରେ,
ଓଠ ଖେଳେ ଏଠି ଧୂଆଁ ର ଖେଳ....
ମନେ ମନ ର ଅଶୁମାରି ଆଶା,
ଓଠ କିନ୍ତୁ ଏଠି ନିରବ ନିଶ୍ଚଳ.... !! #YQBhaina #muodia #One_Side_Love
#YQBaba
ମନ ପହଁରେ ସ୍ୱପ୍ନ ର ସାଗରେ,
ଓଠ ଛୁଏଁ ଏଠି ମଦିରା ର କୂଳ....
ମନ ଘୁରିବୁଲେ ଆକାଶ ଉର୍ଦ୍ଧରେ,
ଓଠ ଖେଳେ ଏଠି ଧୂଆଁ ର ଖେଳ....
ମନେ ମନ ର ଅଶୁମାରି ଆଶା,
ଓଠ କିନ୍ତୁ ଏଠି ନିରବ ନିଶ୍ଚଳ.... !! #YQBhaina #muodia #One_Side_Love
#YQBaba