Nojoto: Largest Storytelling Platform

ଏ ଜାଣ ! ଆଜି କାଲି ପବନରେ ତୁମ ସ୍ୱର ଶୁଭେ ଅଚାନକ ତୁମ ମୁହ

ଏ ଜାଣ !
ଆଜି କାଲି ପବନରେ ତୁମ ସ୍ୱର ଶୁଭେ
ଅଚାନକ ତୁମ ମୁହଁ ଦେଖାଯାଏ
ଚାହୁଁ ଚାହୁଁ ତୁମେ ଉଭାନ ହୋଇଯାଅ ।
ଜାଣେନା ମୋ ସହ ଏମିତି କାହିଁକି ହେଉଛି !
ସତ କହିଲ ,
ତୁମ ସହ ଏମିତି କିଛି ହେଉଛି କି ?
ଏ ..ଏ କଣ ପ୍ରଥମ ପ୍ରେମ ?

©Subrat Jena(lyricist )
  #pratham prem#pehela pyaar#kuchh tum bolo kuchh hum

#Pratham prempehela pyaarkuchh tum bolo kuchh hum #ଚିନ୍ତାଧାରା

46 Views