Nojoto: Largest Storytelling Platform

ଜ୍ଞାନ

Find the Best ଜ୍ଞାନ Shayari, Status, Quotes from top creators only on Nojoto App. Also find trending photos & videos aboutଜ୍ଞାନ, ସିକ୍ରେଟଜ୍ଞାନ, ମାଗଣାଜ୍ଞାନ, ଜ୍ଞାନଓଶିକ୍ଷା, ବୈଜ୍ଞାନିକସୁରଜ,

  • 2 Followers
  • 847 Stories

ଡଃ ଟିକେଶ୍ଵର

#SunSet

read more
a-person-standing-on-a-beach-at-sunset ଲେଖୁ  ଲେଖୁ ଲେଖି ଦେଲି
କହି ନ ଜଣାଇ କହିଗଲି
ଦେଖି ନ ଜଣାଇ ଦେଖି ଦେଲି
ନିଜ ନିଜ ର କହି ବିକି ଯେ ଦେଲି
ପ୍ରବାସୀ ନକୁ ଡାକି ଡଙ୍କ ବଜାଇଲି
କାନ୍ଦି ନ ଜଣାଇ କନ୍ଦେଇ ଦେଲି
ଭିକାରି କହି କହି ଦେଶକୁ
ଭିକେଇ ଦେଲି କହିଦେଲା ବେଳକୁ।
ଛଟେଇ ହେଲି
ନାଗରିକ ବୋଲି ନିଜ
ପରିଚୟ ମାଗିଲି,
କିଏ କହିବ କଣ କହିଲି।
ଜନ କଲ୍ୟାଣ ଯୋଜନା ରହିଛି ବୋଲି।

©ଡଃ ଟିକେଶ୍ଵର #SunSet

ଡଃ ଟିକେଶ୍ଵର

#Book ମୋ ଭାରତ

read more
Unsplash ମାଆ ମାଆ ବୋଲି କେତେ ଯେ ଡାକୁଚୁ
ମାଆ ର ମମତା ପାଇଁ
ପିଲା ଛୁଆ ସଂସାର ରୁ
କେବେ ଯେ ଆସିବୁ ମୋରି
ପାଖକୁ ଧାଇଁ।
କୋଳ ରେ ମୋର ନେଲୁ ଯେ
ଜନମ ମୋର ପୁତ୍ର ମଣି ହୋଇ
ବାହା ବର୍ତିଆ କରେଇ ଦେଇ
ହୋଇଗଲି ମୁଁ ବାଇ।
ସ୍ତ୍ରୀ ଭାରିଯାର ପାଖ ରୁ
ଆସୁନୁ କେବେ ମୋର ମମତା ପାଇଁ
ମମତା ସରିତା ଭଗିନୀ
ତୋର କାନ୍ଦୁଛନ୍ତି ଭୋ ଭୋ ତୋରି ପାଇଁ।
ନାହିଁ ଆଉ ସେ ପ୍ରେମ
ନାହିଁ ଆଉ ମମତା 
ଆଘରି ପରି ଆଉ କାଇଁ
କୁଆଡେ ଗଲୁରେ
ଗଲୁଆ ପୁଅ ମୋର
ସବୁ ତୋର ଭାରିଯା ପାଇଁ।

©ଡଃ ଟିକେଶ୍ଵର #Book ମୋ ଭାରତ

ଡଃ ଟିକେଶ୍ଵର

#SunSet

read more
a-person-standing-on-a-beach-at-sunset ମାଆ ମାଆ ବୋଲି କେତେ ଯେ ଡାକୁଚୁ
ମାଆ ର ମମତା ପାଇଁ
ପିଲା ଛୁଆ ସଂସାର ରୁ
କେବେ ଯେ ଆସିବୁ ମୋରି
ପାଖକୁ ଧାଇଁ।
କୋଳ ରେ ମୋର ନେଲୁ ଯେ
ଜନମ ମୋର ପୁତ୍ର ମଣି ହୋଇ
ବାହା ବର୍ତିଆ କରେଇ ଦେଇ
ହୋଇଗଲି ମୁଁ ବାଇ।
ସ୍ତ୍ରୀ ଭାରିଯାର ପାଖ ରୁ
ଆସୁନୁ କେବେ ମୋର ମମତା ପାଇଁ
ମମତା ସରିତା ଭଗିନୀ
ତୋର କାନ୍ଦୁଛନ୍ତି ଭୋ ଭୋ ତୋରି ପାଇଁ।
ନାହିଁ ଆଉ ସେ ପ୍ରେମ
ନାହିଁ ଆଉ ମମତା 
ଆଘରି ପରି ଆଉ କାଇଁ
କୁଆଡେ ଗଲୁରେ
ଗଲୁଆ ପୁଅ ମୋର
ସବୁ ତୋର ଭାରିଯା ପାଇଁ।

©ଡଃ ଟିକେଶ୍ଵର #SunSet

Surya Mani Rout

#Sad_Status

read more
White something is better thean nothing

©Surya Mani Rout #Sad_Status

Surya Mani Rout

#GreenLeaves

read more
green-leaves my motto no pain no gain.

©Surya Mani Rout #GreenLeaves

PKP PHOTOGRAPHY

PKP PHOTOGRAPHY Aaj Ka Panchang Kartik Aaryan Sushant Singh Rajput Extraterrestrial life Hinduism

read more

SinghaCT

#library

read more
Unsplash ସତ ମଣିଷକୁ ମୁକ୍ତି ଦିଏ 
ମିଛ ମଣିଷକୁ ଧ୍ଵଂସ କରେ  ।

©SinghaCT #library

SinghaCT

#love_shayari Hinduism Entrance examination

read more
White ଯେତେ ପର୍ଯ୍ୟନ୍ତ ନିଜର
ଲକ୍ଷ୍ୟ ହାସଲ ହୋଇନାହିଁ
ସେତ ପର୍ଯ୍ୟନ୍ତ
ଅଟକି ଯାଅ ନାହିଁ   ।

©SinghaCT #love_shayari  Hinduism Entrance examination

Sankar Mallik

ABISMITA Mishra

#Bhai_Dooj

read more
ରାଗ ଗର୍ବ ଅହଂକାର ଛାଡି ଯେତିକି ଦିନ ବଂଚୁଛ ଖୁସି ରେ ବଞ୍ଚ..
କାହିଁକି ନା ମୃତ୍ୟୁ କେତେବେଳେ ବି ଆସି ପାରେ....

©ABISMITA Mishra #Bhai_Dooj
loader
Home
Explore
Events
Notification
Profile