Nojoto: Largest Storytelling Platform

ଭଲ ଲୋକଙ୍କୁ ସବୁ ଭଲ ଲୋକ ମିଳନ୍ତିନି ବରଂ କିଛି ଭଲ ଲୋକ ମି

ଭଲ ଲୋକଙ୍କୁ ସବୁ ଭଲ ଲୋକ ମିଳନ୍ତିନି ବରଂ କିଛି ଭଲ ଲୋକ ମିଳନ୍ତି ଆଉ କିଛି ମନ୍ଦ ଲୋକ ମଧ୍ୟ ମିଳନ୍ତି❤️ଭଲ ଲୋକ ସବୁବେଳେ ଭଲ ହୋଇକି ରୁହନ୍ତି ଅନ୍ୟର ହୃଦୟ କଥା ଜାଣିପାରନ୍ତି ଆଉ ମନ୍ଦ ଲୋକ ସବୁବେଳେ ଅନ୍ୟର ମନ୍ଦ ଚାହାଁନ୍ତି କିନ୍ତୁ ସମସ୍ତଙ୍କ ଆଗରେ ଭଲ ହୋଇ ରହିବାକୁ ଚାହାଁନ୍ତି କିନ୍ତୁ ଏଥିରେ ଲାଭ କଣ 😂ତମେ ତ ମନ୍ଦ ପ୍ରବୃତିର ଲୋକ ତମ ସ୍ଵଭାଵ ବଦଳେଇ ପାରୁନ ହେଲେ ଏ ଯେଉଁ ନାଟ ସତ କହୁଛି ହୃଦୟକୁ ଛୁଇଁ ଯାଉଛି🤣#ଇଚ୍ଛା ହେଲା କହିଦେଲି #ଅଯଥା ଜ୍ଞାନ ଯେଉଁଠି ଦିପା ମାଡାମ କୁହନ୍ତି ସେଇଠି 🙈#ତମେ କଥାରେ କରୁଛ ମୋତେ ବନ୍ଦୀ ତମ ପାଇଁ କିଛି ନ କହିଲେ ମୋ ପାଟି ହେଉଛି ଛନ୍ଦି 😆🙈🤪

©Diptimayee Nayak
  #life #Memes #odia #viral #treanding