Find the Best ଅଯଥା Shayari, Status, Quotes from top creators only on Nojoto App. Also find trending photos & videos about
Diptimayee Nayak
ଭଲ ଲୋକଙ୍କୁ ସବୁ ଭଲ ଲୋକ ମିଳନ୍ତିନି ବରଂ କିଛି ଭଲ ଲୋକ ମିଳନ୍ତି ଆଉ କିଛି ମନ୍ଦ ଲୋକ ମଧ୍ୟ ମିଳନ୍ତି❤️ଭଲ ଲୋକ ସବୁବେଳେ ଭଲ ହୋଇକି ରୁହନ୍ତି ଅନ୍ୟର ହୃଦୟ କଥା ଜାଣିପାରନ୍ତି ଆଉ ମନ୍ଦ ଲୋକ ସବୁବେଳେ ଅନ୍ୟର ମନ୍ଦ ଚାହାଁନ୍ତି କିନ୍ତୁ ସମସ୍ତଙ୍କ ଆଗରେ ଭଲ ହୋଇ ରହିବାକୁ ଚାହାଁନ୍ତି କିନ୍ତୁ ଏଥିରେ ଲାଭ କଣ 😂ତମେ ତ ମନ୍ଦ ପ୍ରବୃତିର ଲୋକ ତମ ସ୍ଵଭାଵ ବଦଳେଇ ପାରୁନ ହେଲେ ଏ ଯେଉଁ ନାଟ ସତ କହୁଛି ହୃଦୟକୁ ଛୁଇଁ ଯାଉଛି🤣#ଇଚ୍ଛା ହେଲା କହିଦେଲି #ଅଯଥା ଜ୍ଞାନ ଯେଉଁଠି ଦିପା ମାଡାମ କୁହନ୍ତି ସେଇଠି 🙈#ତମେ କଥାରେ କରୁଛ ମୋତେ ବନ୍ଦୀ ତମ ପାଇଁ କିଛି ନ କହିଲେ ମୋ ପାଟି ହେଉଛି ଛନ୍ଦି 😆🙈🤪 ©Diptimayee Nayak #life #Memes #odia #viral #treanding
life #Memes #odia #viral #treanding #ଚିନ୍ତାଧାରା #ଅଯଥା
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited