Nojoto: Largest Storytelling Platform

ଜାଳୁଛି ପ୍ରଦୀପ ରହି ଉଜାଗର ପ୍ରଭୂ ହେ ତୁମ ଚରଣେ ମୋ ଜୀବନ

ଜାଳୁଛି ପ୍ରଦୀପ ରହି ଉଜାଗର
ପ୍ରଭୂ ହେ ତୁମ ଚରଣେ
ମୋ ଜୀବନ ଦୀପ ଲିଭିଗଲେ ଯାଉ
ଅନ୍ୟଙ୍କୁ ରଖ ଶରଣେ ।

ଜାଗର ରାତିରେ ମହାଦୀପ ସାଜି
ଜାଳଦିଅ ସବୁ ପାପ
ଢ଼ାଳିଦିଅ ସର୍ବ ମସ୍ତକେ ଆଶିଷ
କର ମତେ ତୁମ ଦାସ ।

ପୂର୍ଣ୍ଣଚନ୍ଦ୍ର

©℘ųཞŋą ƈɧąŋɖཞą ཞąŋą Odia Kavita

#mahashivratri
ଜାଳୁଛି ପ୍ରଦୀପ ରହି ଉଜାଗର
ପ୍ରଭୂ ହେ ତୁମ ଚରଣେ
ମୋ ଜୀବନ ଦୀପ ଲିଭିଗଲେ ଯାଉ
ଅନ୍ୟଙ୍କୁ ରଖ ଶରଣେ ।

ଜାଗର ରାତିରେ ମହାଦୀପ ସାଜି
ଜାଳଦିଅ ସବୁ ପାପ
ଢ଼ାଳିଦିଅ ସର୍ବ ମସ୍ତକେ ଆଶିଷ
କର ମତେ ତୁମ ଦାସ ।

ପୂର୍ଣ୍ଣଚନ୍ଦ୍ର

©℘ųཞŋą ƈɧąŋɖཞą ཞąŋą Odia Kavita

#mahashivratri