Nojoto: Largest Storytelling Platform

ନିଜ ପାଇଁ ଉଚ୍ଚ ଆସନ ସନ୍ଧାନ ବେଳେ ଅନ୍ୟ ମାନଙ୍କୁ ନିଚ୍ଚ


ନିଜ ପାଇଁ ଉଚ୍ଚ ଆସନ ସନ୍ଧାନ ବେଳେ
ଅନ୍ୟ ମାନଙ୍କୁ ନିଚ୍ଚ ବୋଲି ପ୍ରମାଣ କରିବାରେ
ବ୍ୟସ୍ତ ରୁହ ନାହିଁ
ଏତିକି ମନେରଖ ସମୟ ପରିବର୍ତ୍ତନ ଶୀଳ

©Tafizul Sambalpuri
  #ସମୟ