Nojoto: Largest Storytelling Platform

ତୋ ରୂପରେ ଥିଲା ସତେ! କି ଯାଦୁ, ବୁଣି ଦେଲୁ ମୋ ଜୀବନେ ରେଶ

ତୋ ରୂପରେ ଥିଲା
ସତେ! କି ଯାଦୁ,
ବୁଣି ଦେଲୁ ମୋ
ଜୀବନେ ରେଶମୀ ଇନ୍ଦୁ।।

ତୋ ଛୁଆଁରେ
ଥିଲା କି ମିଠା,
ଡୁବିଯାଏ ନିଇତି
ନଯାଇ ନ‌ଈପଠା।।

ତୋ ହସରେ
ହଜୁଥିଲା ଏ ହୃଦୟ,
ପାଖେ ଥାଇ ଖୋଜୁଥିଲି
ନିମିଷେ ନଦେଇ ବିଦାୟ।।

ତୋ ଚାଲିରେ ଚ‌ଇତି
ଖେଳୁଥିଲା ହୋଲି,
ଆସ୍ତେ ଆସ୍ତେ ଝୁଣ୍ଟୁଥାଏ
ତୋ ସାହାରା ପାଇବି ବୋଲି।।  #ପ୍ରେମିକା
#ତୋହାତଧରି
#yqbhaina
#yqodia
#odiawritings


A Challenge by Aesthetic Thoughts! ♥️
ତୋ ରୂପରେ ଥିଲା
ସତେ! କି ଯାଦୁ,
ବୁଣି ଦେଲୁ ମୋ
ଜୀବନେ ରେଶମୀ ଇନ୍ଦୁ।।

ତୋ ଛୁଆଁରେ
ଥିଲା କି ମିଠା,
ଡୁବିଯାଏ ନିଇତି
ନଯାଇ ନ‌ଈପଠା।।

ତୋ ହସରେ
ହଜୁଥିଲା ଏ ହୃଦୟ,
ପାଖେ ଥାଇ ଖୋଜୁଥିଲି
ନିମିଷେ ନଦେଇ ବିଦାୟ।।

ତୋ ଚାଲିରେ ଚ‌ଇତି
ଖେଳୁଥିଲା ହୋଲି,
ଆସ୍ତେ ଆସ୍ତେ ଝୁଣ୍ଟୁଥାଏ
ତୋ ସାହାରା ପାଇବି ବୋଲି।।  #ପ୍ରେମିକା
#ତୋହାତଧରି
#yqbhaina
#yqodia
#odiawritings


A Challenge by Aesthetic Thoughts! ♥️

#ପ୍ରେମିକା #ତୋହାତଧରି #Yqbhaina #yqodia #odiawritings A Challenge by Aesthetic Thoughts! ♥️ #YourQuoteAndMine