Nojoto: Largest Storytelling Platform

ସେଦିନ ନୀରବତା ବି ଥିଲା ଜରୁରୀ ନଚେତ୍ କେଇପଦ କଥା ଚୁନା କର

ସେଦିନ ନୀରବତା ବି ଥିଲା ଜରୁରୀ
ନଚେତ୍
କେଇପଦ କଥା ଚୁନା କରିଥାନ୍ତା
ବନ୍ଧୁତାର ସପନ ସବାରି ,
ସତରେ ମୁଁ ଥିଲି କେଡ଼େ ବୋକା
ପ୍ରତିଦିନ ବନ୍ଧୁତାକୁ ପ୍ରେମ ଭାବି
ପାଉଥିଲି ନିଜେ ଧୋକା ।

©A P Subhakanta
  #apart #love #onesidedlove