Nojoto: Largest Storytelling Platform

" ଏ କି ବିଚାର ଏ କି ବିଧାନ କେତେ ଯେ କୋଠର

  "  ଏ କି ବିଚାର ଏ କି ବିଧାନ
        କେତେ ଯେ କୋଠର
           ସମୟ
   ନିଜ ଘରକୁ ସାତପର କରି
        ପର ଘରକୁ କରେ ସେ
            ନିଜର
   ବାପା ମାଙ୍କର ନୟନ ପିତୁଳା
        ହେଲେ ପର କରିବାକୁ
          ଦିନେ ପଡ଼େ
   ନିଜ ଘର ପାଁଇ ସେ କୁଣିଆଁ ସାଜଇ
         ଏ କେମିତିକା ବିଧିର ନିୟମ "

©Jharana Rout
  bidayi
pritipriti7322

Jharana Rout

New Creator

bidayi #କବିତା

27 Views