Nojoto: Largest Storytelling Platform
pritipriti7322
  • 109Stories
  • 21Followers
  • 1.3KLove
    10.8KViews

Jharana Rout

https://youtu.be/qmkXMaTjRr4 ସାହିତ୍ୟ💞ମୋର💞ପ୍ରାଣ 💞ସାହିତ୍ୟ💞ମୋର 💞ଜୀବନ

  • Popular
  • Latest
  • Video
06350116b957ebb785fba133d02cf6ce

Jharana Rout

White ତୁ ମୋ ଦୁନିଆ ତୁ ମୋ ପୃଥିବୀ
ତୋ ବିନା ମା
କିଛିବି ଜାଣିନି
ତୋ ହାତ ଧରି ଚାଲିବା
ଶିଖିଛି
ତୋ ପଣତ ତଳେ ମା
ବଡ଼ ମୁଁ ହୋଇଛି
ମୋ ଅଳି ଅର୍ଦ୍ଦଳି କେତେ ଯେ
ସହିଛୁ
ମୋ ପାଇଁ ମା କେତେ ପୂଜା ବ୍ରତ
କରିଛୁ
ତୁ ମୋ ଶକ୍ତି ତୁ ମୋ ସାହସ
ତୋ ବିନା ମା କିଛିବି
ମୁଁ ନୁହେଁ ଲୋ ||

©Jharana Rout
  #mothers_day
06350116b957ebb785fba133d02cf6ce

Jharana Rout

"କାହା ମୁଁହରେ ହସ ନ ଫୁଟାଇଲେ
ପାରିଲେ ଚଳିବ
କିନ୍ତୁ କାହା ଆଖିରେ
ଲୁହ ଦେବାକୁ
କଦାପି
ଚେଷ୍ଟା କର ନାହିଁ 
କାରଣ ଈଶ୍ୱର
ତୁମ ଆଖିରେ ଲୁହ ଦୁଇଗୁଣା
କରି 
ଫେରାଇବେ ||

©Jharana Rout
  #ChaltiHawaaQuotees
06350116b957ebb785fba133d02cf6ce

Jharana Rout

ଜୀବନରେ ଯେତେ ବଡ଼
ସମସ୍ୟା ଆସୁନା
କାହିଁକି..
ଈଶ୍ୱର ତୁମକୁ ସୃଷ୍ଟି
କରିଛନ୍ତି
ସେ ହିଁ ସବୁର ସମସ୍ୟା
ଦୂର କରିବେ...|

©Jharana Rout
  #kitaab quotes
06350116b957ebb785fba133d02cf6ce

Jharana Rout

ଭାବର ଠାକୁର ଅଭାବକୁ ଦୂର
ଭାବମୟ ଭାବ ଠାକୁର
ଭାବରେ ଡାକିଲେ ଶୁଣିଥାଅ
ପ୍ରଭୁ
ଭାବମୟ ଭାବଠାକୁର "

©Jharana Rout
  ଜୟଜଗନ୍ନାଥ 🙏

ଜୟଜଗନ୍ନାଥ 🙏 #କବିତା

06350116b957ebb785fba133d02cf6ce

Jharana Rout

06350116b957ebb785fba133d02cf6ce

Jharana Rout

    ଫୁଲଟିଏ ମୋତେ କରିଦିଅ ପ୍ରଭୁ
       ତୁମ ସେବାରେ ଲାଗିବି
    ତୁମରି ସ୍ପର୍ଶରେ ଲାଗୁଥିଲେ ମୁଁହି
       ନିଜକୁ ମୁଁ ଧନ୍ୟ ହେବି ||

©Jharana Rout
  ଜୟ ଜଗନ୍ନାଥ 🌹🙏

ଜୟ ଜଗନ୍ନାଥ 🌹🙏 #ଚିନ୍ତାଧାରା

06350116b957ebb785fba133d02cf6ce

Jharana Rout

ନଈର ଗଭୀର  ନାଉରୀକୁ ଜଣା
 ବାଟୋଇକୁ ତ ଜଣା ନାହିଁ
  ମୋ ଦୁଃଖ ବେଦନା ତୁମକୁ ତ ଜଣା
     ଆଉ କାହାକୁ ଜଣା ନାହିଁ ||

©Jharana Rout
  ଜୟ ଜଗନ୍ନାଥ 🙏

ଜୟ ଜଗନ୍ନାଥ 🙏 #ଚିନ୍ତାଧାରା

06350116b957ebb785fba133d02cf6ce

Jharana Rout

  " ଅଥୟ ଗଭୀରେ    ଭାସୁଅଛି ପ୍ରଭୁ
      ଧରି ନିଅ ମୋର ହାତ"
  "ଅନ୍ଧକାର ମୋର ଏହିତ ଜୀବନ 
      ଦିଶୁ ନାହିଁ କିଛି ବାଟ "|

©Jharana Rout
  ଜୟ ଜଗନ୍ନାଥ

ଜୟ ଜଗନ୍ନାଥ #ଚିନ୍ତାଧାରା

06350116b957ebb785fba133d02cf6ce

Jharana Rout

  "କିଛି   କିଛି ସ୍ମୁତି     ଏମିତି     ଥାଏ ମନେ 
     ସବୁଦିନେ ରହେ ସାଇତି 
  ଯେତେ ଅତୀତ ହେଲେ ସେତେ ମନେ ପଡେ"
       ଅଭୁଲା ଏହି ମିଠା ସ୍ମୁତି ||
🥀🥀🥀🥀🥀♥️🥀🥀🥀🥀🥀🥀🥀

©Jharana Rout
  ସ୍ମୁତି🌹

ସ୍ମୁତି🌹 #ଚିନ୍ତାଧାରା

06350116b957ebb785fba133d02cf6ce

Jharana Rout

ସତ୍ୟ ପଥେ ପ୍ରଭୁ ନିଅ ମୋତେ
"ଟାଣି"
ମନରେ ସାହସ ଭରି
ତୁମରି ନାମକୁ ଗାଇ ଗାଇ
"ମୁଁହି"
ସଂସାରରୁ ହେବି ପାରି ||

©Jharana Rout
  ଜୟ ଜଗନ୍ନାଥ 🌹🙏🌹🙏

ଜୟ ଜଗନ୍ନାଥ 🌹🙏🌹🙏 #ଚିନ୍ତାଧାରା

loader
Home
Explore
Events
Notification
Profile