Nojoto: Largest Storytelling Platform

ଦୁହେଁ ଅଦିତ୍ୱୀୟ ସମୟର ବନ୍ଦୀ ବୁଡ଼ିକି ଉଠନ୍ତି ଅଟଳ ଏବଂ ଜ

ଦୁହେଁ ଅଦିତ୍ୱୀୟ ସମୟର ବନ୍ଦୀ
ବୁଡ଼ିକି ଉଠନ୍ତି ଅଟଳ ଏବଂ ଜିଦ୍ଦୀ। 
ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ସୂର୍ଯ୍ୟ ଚନ୍ଦ୍ରର କାହାଣୀ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ।

ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ ।