Nojoto: Largest Storytelling Platform

ଏ ହସ ଦିନେ ମୋର ବଞ୍ଚିବାର ଅମୃତ ଥିଲା, ଆଜିବି ଅଛି କିଏ ମନ

ଏ ହସ ଦିନେ ମୋର ବଞ୍ଚିବାର ଅମୃତ ଥିଲା,
ଆଜିବି ଅଛି
କିଏ ମନା କଲା?
କେବେ ଭାବି ନଥିଲି ଏ ହଜିବା ପଛର କାରଣ ପାଲଟିଯିବି
ହଜିଯାଉ ବୋଲି କେବେ ଚାହିନି ବି
କାହିଁକି ନା ସେଇଥିରେ ପରା ମୁଁ ଅଛି
ମୋ ଜୀବନଟା ସେଇ ହସ ଭିତରେ ଲୁଚିଲୁଚି ଅଛି
ଖୋଜିଦେଖ ମିଳିଯିବ । ହସ #lifestory #smilealways #yqodia #yqbhaina