Nojoto: Largest Storytelling Platform

ଅନେକ ଦିନ ପରେ!! ଆଜି ପୁଣିଥରେ ସେଇ ପ୍ରଶ୍ନଟିଏ "ମୁଁ" ସଭି

ଅନେକ ଦିନ ପରେ!!
ଆଜି ପୁଣିଥରେ ସେଇ ପ୍ରଶ୍ନଟିଏ
"ମୁଁ" ସଭିଙ୍କ ପାଇଁ ପ୍ରଶ୍ନଚିହ୍ନ (?) ଟିଏ
ହେଇ ରହିଗଲି କାହିଁକି?
ହେଲେ କେବେ କେହି ଚେଷ୍ଟା
କରେନି ସେ ପ୍ରଶ୍ନଚିହ୍ନ ତଳେ
ବଳକା ବିନ୍ଦୁକୁ ନେଇ
କାହା ପୂର୍ଣ୍ଣତା ର ପୂର୍ଣ୍ଣଛେଦ ରେ
ଯୋଡ଼ିଦେବା ଲାଗି....!!
ଅବୁଝା ଅବସୋସ ର
ଶୋଷ ମେଣ୍ଟାଇବା
ଲାଗି ଉଧାର ଆଣିଥିବା ଉଦାହରଣ ବି
ଆଜି ମୌନ ମାନସାଙ୍କ ର
ଶେଷ କ୍ଳିଷ୍ଟ ହେଇ ଅବଧାନେ ଙ୍କ
ମୁଣ୍ଡଳା ଭିତରେ ରହିଗଲା.....!! #କିଛି ପ୍ରଶ୍ନ ର ସୌନ୍ଦର୍ଯ୍ୟ ଏତେ ବିଭୋର କରେ ଯେ, ତା'ର ଉତ୍ତର ଖୋଜିବାକୁ ଇଛା ହୁଏନା...!!
_____________________________________________
ଲେଖନ୍ତୁ କିଛି ମନଛୁଆଁ ଲେଖା ଏହି ଶୀର୍ଷକରେ।

#ଅନେକଦିନପରେ #yqbhaina #yqodia  #cinemagraph #collab  #YourQuoteAndMine
Collaborating with YourQuote Bhaina
ଅନେକ ଦିନ ପରେ!!
ଆଜି ପୁଣିଥରେ ସେଇ ପ୍ରଶ୍ନଟିଏ
"ମୁଁ" ସଭିଙ୍କ ପାଇଁ ପ୍ରଶ୍ନଚିହ୍ନ (?) ଟିଏ
ହେଇ ରହିଗଲି କାହିଁକି?
ହେଲେ କେବେ କେହି ଚେଷ୍ଟା
କରେନି ସେ ପ୍ରଶ୍ନଚିହ୍ନ ତଳେ
ବଳକା ବିନ୍ଦୁକୁ ନେଇ
କାହା ପୂର୍ଣ୍ଣତା ର ପୂର୍ଣ୍ଣଛେଦ ରେ
ଯୋଡ଼ିଦେବା ଲାଗି....!!
ଅବୁଝା ଅବସୋସ ର
ଶୋଷ ମେଣ୍ଟାଇବା
ଲାଗି ଉଧାର ଆଣିଥିବା ଉଦାହରଣ ବି
ଆଜି ମୌନ ମାନସାଙ୍କ ର
ଶେଷ କ୍ଳିଷ୍ଟ ହେଇ ଅବଧାନେ ଙ୍କ
ମୁଣ୍ଡଳା ଭିତରେ ରହିଗଲା.....!! #କିଛି ପ୍ରଶ୍ନ ର ସୌନ୍ଦର୍ଯ୍ୟ ଏତେ ବିଭୋର କରେ ଯେ, ତା'ର ଉତ୍ତର ଖୋଜିବାକୁ ଇଛା ହୁଏନା...!!
_____________________________________________
ଲେଖନ୍ତୁ କିଛି ମନଛୁଆଁ ଲେଖା ଏହି ଶୀର୍ଷକରେ।

#ଅନେକଦିନପରେ #yqbhaina #yqodia  #cinemagraph #collab  #YourQuoteAndMine
Collaborating with YourQuote Bhaina

#କିଛି ପ୍ରଶ୍ନ ର ସୌନ୍ଦର୍ଯ୍ୟ ଏତେ ବିଭୋର କରେ ଯେ, ତା'ର ଉତ୍ତର ଖୋଜିବାକୁ ଇଛା ହୁଏନା...!! _____________________________________________ ଲେଖନ୍ତୁ କିଛି ମନଛୁଆଁ ଲେଖା ଏହି ଶୀର୍ଷକରେ। #ଅନେକଦିନପରେ #Yqbhaina #yqodia #cinemagraph #Collab #YourQuoteAndMine Collaborating with YourQuote Bhaina