Nojoto: Largest Storytelling Platform

ଦେଖି ତୋ ଗୋରା ପାଦେ ସରୁ "ଅଳତା" ର ଗାର, ଝରେ ମୋ ଶୁଷ୍କ ନ

ଦେଖି ତୋ ଗୋରା ପାଦେ
ସରୁ "ଅଳତା" ର ଗାର,
ଝରେ ମୋ ଶୁଷ୍କ ନୟନୁ
ଘୃତ ମିଶା "ସଳିତା" ର ଧାର।।

ତୋର ସବୁ "ହୁଏ" ମୋ ପାଇଁ
ଆଉ ଥରେ "ବୋଧହୁଏ",
"ପ୍ରଣୟ" ର ଶେଷ ଚିଠି
ଅପଢ଼ା ରହି ନିଶା ପାହିଯାଏ।।

କେଉଁ ଏକ ଅଜଣା "ମୁଁ",
ଆଜି ବି ତୋ "ଅପେକ୍ଷାରେ",
ଉପେକ୍ଷା ର "ଉପସଂହାର" ପରଖିଲି
ଦେଖି "ସିନ୍ଦୂର" ତୋ ସିନ୍ଥିରେ।। ଲେଖନ୍ତୁ ୫ ଧାଡ଼ିର ଏକ ଲଘୁକବିତା ଆଜିର #rapidfireରେ। 

#ଅପେକ୍ଷାରେ #yqbhaina #yqodia  #collab #ଓଡ଼ିଆrapidfire  #YourQuoteAndMine
Collaborating with YourQuote Bhaina
ଦେଖି ତୋ ଗୋରା ପାଦେ
ସରୁ "ଅଳତା" ର ଗାର,
ଝରେ ମୋ ଶୁଷ୍କ ନୟନୁ
ଘୃତ ମିଶା "ସଳିତା" ର ଧାର।।

ତୋର ସବୁ "ହୁଏ" ମୋ ପାଇଁ
ଆଉ ଥରେ "ବୋଧହୁଏ",
"ପ୍ରଣୟ" ର ଶେଷ ଚିଠି
ଅପଢ଼ା ରହି ନିଶା ପାହିଯାଏ।।

କେଉଁ ଏକ ଅଜଣା "ମୁଁ",
ଆଜି ବି ତୋ "ଅପେକ୍ଷାରେ",
ଉପେକ୍ଷା ର "ଉପସଂହାର" ପରଖିଲି
ଦେଖି "ସିନ୍ଦୂର" ତୋ ସିନ୍ଥିରେ।। ଲେଖନ୍ତୁ ୫ ଧାଡ଼ିର ଏକ ଲଘୁକବିତା ଆଜିର #rapidfireରେ। 

#ଅପେକ୍ଷାରେ #yqbhaina #yqodia  #collab #ଓଡ଼ିଆrapidfire  #YourQuoteAndMine
Collaborating with YourQuote Bhaina

ଲେଖନ୍ତୁ ୫ ଧାଡ଼ିର ଏକ ଲଘୁକବିତା ଆଜିର rapidfireରେ। #ଅପେକ୍ଷାରେ #Yqbhaina #yqodia #Collab #ଓଡ଼ିଆrapidfire #YourQuoteAndMine Collaborating with YourQuote Bhaina