Nojoto: Largest Storytelling Platform

relationship quotes ତୁମେ ଯେବେ ଆସିଥିଲ ଆଶ୍ବିନ ରେ ଜ

relationship quotes ତୁମେ ଯେବେ ଆସିଥିଲ ଆଶ୍ବିନ ରେ  
ଜୁଗୁନୁ ର ହାତ ଧରି 
ଚନ୍ଦ୍ର ବି ଆସିଥିଲା ବାଦଲର ଛାତି ଚିରି, 
ଆଞୁଳାଏ ପ୍ରଶ୍ନବାଚୀ
ବାନ୍ଧିନେଇ ହୃଦୟର ଗଣ୍ଠୁଲିରେ, 
ନିଶି ସହ ସନ୍ଧି କରି 
    ବସିଥିଲି ଆବେଗରେ, 
କିଛି କଥା କହିବାକୁ
କିଛି କଥା ଶୁଣିବାକୁ
 କିଛି ବାଟ ଚାଲିବାକୁ
        ତୁମ ସହ ଏକାନ୍ତରେ   ।। 
                        ✍ ନିହାର ରଞ୍ଜନ ପରିଡ଼ା

©Nihar Parida #Aswina
relationship quotes ତୁମେ ଯେବେ ଆସିଥିଲ ଆଶ୍ବିନ ରେ  
ଜୁଗୁନୁ ର ହାତ ଧରି 
ଚନ୍ଦ୍ର ବି ଆସିଥିଲା ବାଦଲର ଛାତି ଚିରି, 
ଆଞୁଳାଏ ପ୍ରଶ୍ନବାଚୀ
ବାନ୍ଧିନେଇ ହୃଦୟର ଗଣ୍ଠୁଲିରେ, 
ନିଶି ସହ ସନ୍ଧି କରି 
    ବସିଥିଲି ଆବେଗରେ, 
କିଛି କଥା କହିବାକୁ
କିଛି କଥା ଶୁଣିବାକୁ
 କିଛି ବାଟ ଚାଲିବାକୁ
        ତୁମ ସହ ଏକାନ୍ତରେ   ।। 
                        ✍ ନିହାର ରଞ୍ଜନ ପରିଡ଼ା

©Nihar Parida #Aswina