Nojoto: Largest Storytelling Platform

ହେ ଜଗତ ପତି ଜଗତେଶ୍ଵର ଭୋକିଲା ପେଟକୁ ଦିଅ ଆହାର ନୀଳାମ୍ବର

ହେ ଜଗତ ପତି ଜଗତେଶ୍ଵର
ଭୋକିଲା ପେଟକୁ ଦିଅ ଆହାର
ନୀଳାମ୍ବର ପ୍ରଭୁ ପୀୟୂଷ ଧାର
ତୁମ୍ଭେ ପ୍ରେମ ଭକ୍ତି ପ୍ରୀତି ସାଗର ।।

ଅକ୍ଷୟ ଅନନ୍ତ ଅନଳ ଶିଖା 
ତୁମ୍ଭ ପାଖେ ଭରା ମଧୁ ବାରତା
ପ୍ରଭୁ ନାମ ନେଇ କଲେ କରମ
ହୁଏ ସଦା ସିଏ ଜଗତ ଜିତା ।।

©℘ųཞŋą ƈɧąŋɖཞą ཞąŋą
  #Krishna #GodLove#Sayari