Nojoto: Largest Storytelling Platform

କଟିଛି ଅନେକ ଦିନ ଆଉ ଅମାପ ରାତି ବୁଝେଇଛି ଶିଥୀଳ ମନକୁ,ସହ

କଟିଛି ଅନେକ ଦିନ ଆଉ ଅମାପ ରାତି 
ବୁଝେଇଛି ଶିଥୀଳ ମନକୁ,ସହିଚି ବି ଲୁହର ତାତି ॥

କେବେ କୋଉ ମଣିଷର ଅପେକ୍ଷାରେ 
ତ ଆଉ କେଵେ ମୁହୂର୍ତ୍ତର ଅପେକ୍ଷାରେ॥
ହେଲେ ନା କେହି ଫେରିଛି ନା କିଛି ମିଳିଛି
ତଥାପି ମନର କେଉଁଗୋଟେ କୋଣରେ
ବିଶ୍ୱାସର ଦୀପାଳୀଟି ଆଜିବି ଜଳୁଛି ॥

ଆଉ ମୁଁ ତେଜୁଛି ସେ ଦୀପାଳୀକୁ
ନିଜେ ତିଳ ତିଳ ଜଳି ନିତି,  କାହା ଅପେକ୍ଷାରେ ॥  ଲେଖନ୍ତୁ ୫ ଧାଡ଼ିର ଏକ ଲଘୁକବିତା ଆଜିର #rapidfireରେ। 

#ଅପେକ୍ଷାରେ #yqbhaina #yqodia  #collab #ଓଡ଼ିଆrapidfire  #yourquoteandmine  #kuchbateeinankahi
Collaborating with YourQuote Bhaina
କଟିଛି ଅନେକ ଦିନ ଆଉ ଅମାପ ରାତି 
ବୁଝେଇଛି ଶିଥୀଳ ମନକୁ,ସହିଚି ବି ଲୁହର ତାତି ॥

କେବେ କୋଉ ମଣିଷର ଅପେକ୍ଷାରେ 
ତ ଆଉ କେଵେ ମୁହୂର୍ତ୍ତର ଅପେକ୍ଷାରେ॥
ହେଲେ ନା କେହି ଫେରିଛି ନା କିଛି ମିଳିଛି
ତଥାପି ମନର କେଉଁଗୋଟେ କୋଣରେ
ବିଶ୍ୱାସର ଦୀପାଳୀଟି ଆଜିବି ଜଳୁଛି ॥

ଆଉ ମୁଁ ତେଜୁଛି ସେ ଦୀପାଳୀକୁ
ନିଜେ ତିଳ ତିଳ ଜଳି ନିତି,  କାହା ଅପେକ୍ଷାରେ ॥  ଲେଖନ୍ତୁ ୫ ଧାଡ଼ିର ଏକ ଲଘୁକବିତା ଆଜିର #rapidfireରେ। 

#ଅପେକ୍ଷାରେ #yqbhaina #yqodia  #collab #ଓଡ଼ିଆrapidfire  #yourquoteandmine  #kuchbateeinankahi
Collaborating with YourQuote Bhaina

ଲେଖନ୍ତୁ ୫ ଧାଡ଼ିର ଏକ ଲଘୁକବିତା ଆଜିର rapidfireରେ। #ଅପେକ୍ଷାରେ #Yqbhaina #yqodia #Collab #ଓଡ଼ିଆrapidfire #YourQuoteAndMine #kuchbateeinankahi Collaborating with YourQuote Bhaina