Nojoto: Largest Storytelling Platform

White ସ୍ବପ୍ନ ତ ସମସ୍ତେ ଦେଖନ୍ତି❗ ମୁଁ ବି ଦେଖେ । ମୁଁ

White ସ୍ବପ୍ନ ତ ସମସ୍ତେ ଦେଖନ୍ତି❗
ମୁଁ ବି ଦେଖେ ।

ମୁଁ ଜାଣିଚି ... .. .
ସ୍ୱପ୍ନରେ କୌଣସି ବାସ୍ତବତା ନାହିଁ ।
ତଥାପି ... .. .
ତଥାପି ସ୍ବପ୍ନ ଦେଖିବାକୁ ,
ମତେ ବହୁତ ଭଲଲାଗେ
ହଁ , ଭଲ ଲାଗେ
ଖାସ୍ ତମକୁ ଦେଖିବା ପାଇଁ‼️

©KkA
  #safar #Life 
#Nojoto #Music 
#Love #poem 
#story #KkA
#Life_experience 
#କମଳାକୃଷ୍ଣ_ଅଶୋକ
kkaofficial9549

KkA

New Creator

#safar Life Nojoto #Music Love #poem #story #kka #Life_experience #କମଳାକୃଷ୍ଣ_ଅଶୋକ #Poetry

117 Views