Nojoto: Largest Storytelling Platform

ଆକାଶ ଆଜି ନିଖୋଜ ହୋଇଛି ତେଣୁ ଜହ୍ନକୁ ଆଣି ମୁଁ ଥାକରେ ସା

ଆକାଶ ଆଜି ନିଖୋଜ ହୋଇଛି 
ତେଣୁ ଜହ୍ନକୁ ଆଣି ମୁଁ ଥାକରେ ସାଇତିଛି
ପଚାରନି ମତେ ମୋ ଅନ୍ତରର ଭାବନା 
ସମୁଦ୍ର ସମ ଜୁଆର ଭଟ୍ଟା ଖେଳୁଛି 
ଆଜି ନିଜେ ମୁଁ ନିଜ ହୃଦୟକୁ ଆୟତ୍ତ କରିପାରେନା

©Tafizul Sambalpuri
  #ଜହ୍ନ

#ଜହ୍ନ #କବିତା

293 Views