Nojoto: Largest Storytelling Platform

ଚିନ୍ତା କରୁନଥିବା ମନ ଆଜି ଦୁଶ୍ଚିନ୍ତାରେ ଭର୍ତ୍ତି, ଆଶାର

ଚିନ୍ତା କରୁନଥିବା ମନ ଆଜି ଦୁଶ୍ଚିନ୍ତାରେ ଭର୍ତ୍ତି,
ଆଶାର କଚେରୀ ଭିତରେ ଆଶଙ୍କା ମାନଙ୍କର ଭିଡ଼,
ଦେଖ ବିଚାର ଚାଲିଛି ସମ୍ପର୍କର।
କାଠଗୋଡା ଭିତରେ ହାତ ଯୋଡ଼ି ଠିଆ ହେଇଛନ୍ତି ବିଶ୍ୱାସ ଆଉ ଭରସା,
କଣ ହେବ ନିଷ୍ପତି ? ସପକ୍ଷରେ ଅବା ବିପକ୍ଷରେ....
ଆଖିରେ ବାନ୍ଧି ଅନ୍ଧପୁଟୁଳି ଧର୍ମ ସାଜିଛି ଏଠି ମୁକ ବଧିର।
 ତଥାପି ଏ ସମାଜରେ ହସି ହସି ବଂଚି ଚାଲିଛନ୍ତି।

#ଧର୍ମ #ବିଶ୍ୱାସ #ଯନ୍ତ୍ରଣା #ନିୟମ #yqodia #yqbhaina #yqbaba #pinta_quote

ତଥାପି ଏ ସମାଜରେ ହସି ହସି ବଂଚି ଚାଲିଛନ୍ତି। #ଧର୍ମ #ବିଶ୍ୱାସ #ଯନ୍ତ୍ରଣା #ନିୟମ #yqodia #Yqbhaina #yqbaba #pinta_quote