Nojoto: Largest Storytelling Platform

ପ୍ରେମ ଚିତ୍କାର ଭାଗ ୧୮ ଆପଣ ମାନେ ଯଦି ନିଜ ପୁଅର ଗାରିମା

ପ୍ରେମ ଚିତ୍କାର

ଭାଗ ୧୮ ଆପଣ ମାନେ ଯଦି ନିଜ ପୁଅର ଗାରିମା ର ଦିଣ୍ଡିମ ବଜେଇ ସାରିଲେ ମୋର ମଧ୍ୟ କିଛି କହିବା ନିହାତି ଆବଶ୍ୟକ।
ଆସିଥିବା ବ୍ୟକ୍ତି ଅପମାନ ର ଆଶଙ୍କାରେ ଉତ୍ତ୍ୟକ୍ତ ହେଇ ଉଠିଲେ।
- କିଏ ଇଏ ଲୋକଟି?ଆଉ ତାର କଣ ସମ୍ପର୍କ ତୁମ ମାନଙ୍କ ସାଙ୍ଗରେ।
- ନାଇ ଆଜ୍ଞା, ଇଏ ଆମ ପଡ଼ୋଶୀ।ବାହାରେ ଚାକିରୀ କରେ।ଆଜି ଆସିଛନ୍ତି ବୋଧେ।ରିମଝିମ୍ ବୋଉ ମନରେ ଅଜଣା ଭୟ।
- ହଁ ମୁଁ ପଡ଼ୋଶୀ କିନ୍ତୁ ଯେଉଁ ରିମଝିମ୍ କୁ ତମେ ଗାଈ ଛେଳି ଭାବି ତାର ସଉଦା କରୁଥିଲ,ସେ ମୋର ବନ୍ଧୁ। ଆପଣଙ୍କୁ ବୋଧେ ବନ୍ଧୁର ସଂଜ୍ଞା ଦେବା ଜରୁରି ନୁହଁ।ଯେଉଁ ଝିଅ ମାଆ ର ମହତ୍ତ୍ଵ ବୁଝି ଆଜିଯାଏଁ ନିଜ ଖୁସି ଅଜାଡ଼ି ଦେଇଛି ତାର ଥରଥର ପାଦରେ ଦମ୍ଭ ହେଇ,ଯେଉଁ ଝିଅ ଏଇ କୁଡ଼ିଆରେ ସ୍ୱର୍ଗକୁ ଆଣି ଆସିଛି,ଯିଏ ଅନ୍ୟର ଦରଦ ଅନୁଭବ କରି ନିଜ ଛାତିରେ କଣ୍ଟା ଫୁଟାଏ, ଯିଏ ସମ୍ପୂର୍ଣ୍ଣ ଗାଁର ମୂଳ ଆଧାର ସେ କେମିତି ତୁମପାଇଁ ମୂଲ୍ୟହୀନ ଗୋଲାମ ହେଇଗଲା।ତା ମୁହଁରେ ତୁଣ୍ଡି ବାନ୍ଧି ତାକୁ ତ ବନ୍ଦ୍ କରେଇ ଦେବ ହେଲେ ମୁଁ ଚୁପ୍ ରହି ପାରିବି ନାହିଁ।
- ଏ କେମିତି କା ଅପମାନ ଆମର।ଏବେ ଏଇ କ୍ଷଣି ତୁମ ପ୍ରସ୍ତାବ କୁ ପ୍ରତ୍ୟାଖ୍ୟାନ କରୁଛୁ। ରଖ ତୁମ ଅଧା ବୁଢ଼ୀ ଝିଅକୁ।ରାଗରେ ତମତମ ଘରକୁ ଆସିଥିବା କୁଣିଆ।ରିମଝିମ୍ ବୋଉର ଗୋଡ଼ ଧରିବା ବେଳ ଆସିଯାଇଛି।ତାଙ୍କୁ ପଛରୁ ଅଟକେଇବା ପାଇଁ ଆଗକୁ ମାଡ଼ି ଚାଲିଛି।
ରହି ଯାଆନ୍ତୁ,ମୁଁ କହୁଛି ମୋର ଭୁଲ୍ ହେଇ ଯାଇଛି।
କିନ୍ତୁ ତା ବୋଉ କଥା କୁ କାନରେ ପହଞ୍ଚିଲା ସତ୍ତ୍ବେ ଶୁନ୍ୟରେ ଫୋପାଡ଼ି ଚାଲି ଯାଉଥିଲେ ସେମାନେ।ଏବେ ସବୁତକ ରାଗ ଶିଶୁ ଭାଇ ଉପରେ ଢାଳିବା ପାଇଁ ଯେମିତି ସେ ଗୋଟେ ମୁହୂର୍ତ୍ତ ଡେରି କରିବେ ନାହିଁ।

ଆପଣ ମାନେ ଯଦି ନିଜ ପୁଅର ଗାରିମା ର ଦିଣ୍ଡିମ ବଜେଇ ସାରିଲେ ମୋର ମଧ୍ୟ କିଛି କହିବା ନିହାତି ଆବଶ୍ୟକ। ଆସିଥିବା ବ୍ୟକ୍ତି ଅପମାନ ର ଆଶଙ୍କାରେ ଉତ୍ତ୍ୟକ୍ତ ହେଇ ଉଠିଲେ। - କିଏ ଇଏ ଲୋକଟି?ଆଉ ତାର କଣ ସମ୍ପର୍କ ତୁମ ମାନଙ୍କ ସାଙ୍ଗରେ। - ନାଇ ଆଜ୍ଞା, ଇଏ ଆମ ପଡ଼ୋଶୀ।ବାହାରେ ଚାକିରୀ କରେ।ଆଜି ଆସିଛନ୍ତି ବୋଧେ।ରିମଝିମ୍ ବୋଉ ମନରେ ଅଜଣା ଭୟ। - ହଁ ମୁଁ ପଡ଼ୋଶୀ କିନ୍ତୁ ଯେଉଁ ରିମଝିମ୍ କୁ ତମେ ଗାଈ ଛେଳି ଭାବି ତାର ସଉଦା କରୁଥିଲ,ସେ ମୋର ବନ୍ଧୁ। ଆପଣଙ୍କୁ ବୋଧେ ବନ୍ଧୁର ସଂଜ୍ଞା ଦେବା ଜରୁରି ନୁହଁ।ଯେଉଁ ଝିଅ ମାଆ ର ମହତ୍ତ୍ଵ ବୁଝି ଆଜିଯାଏଁ ନିଜ ଖୁସି ଅଜାଡ଼ି ଦେଇଛି ତାର ଥରଥର ପାଦରେ ଦମ୍ଭ ହେଇ,ଯେଉଁ ଝିଅ ଏଇ କୁଡ଼ିଆରେ ସ୍ୱର୍ଗକୁ ଆଣି ଆସିଛି,ଯିଏ ଅନ୍ୟର ଦରଦ ଅନୁଭବ କରି ନିଜ ଛାତିରେ କଣ୍ଟା ଫୁଟାଏ, ଯିଏ ସମ୍ପୂର୍ଣ୍ଣ ଗାଁର ମୂଳ ଆଧାର ସେ କେମିତି ତୁମପାଇଁ ମୂଲ୍ୟହୀନ ଗୋଲାମ ହେଇଗଲା।ତା ମୁହଁରେ ତୁଣ୍ଡି ବାନ୍ଧି ତାକୁ ତ ବନ୍ଦ୍ କରେଇ ଦେବ ହେଲେ ମୁଁ ଚୁପ୍ ରହି ପାରିବି ନାହିଁ। - ଏ କେମିତି କା ଅପମାନ ଆମର।ଏବେ ଏଇ କ୍ଷଣି ତୁମ ପ୍ରସ୍ତାବ କୁ ପ୍ରତ୍ୟାଖ୍ୟାନ କରୁଛୁ। ରଖ ତୁମ ଅଧା ବୁଢ଼ୀ ଝିଅକୁ।ରାଗରେ ତମତମ ଘରକୁ ଆସିଥିବା କୁଣିଆ।ରିମଝିମ୍ ବୋଉର ଗୋଡ଼ ଧରିବା ବେଳ ଆସିଯାଇଛି।ତାଙ୍କୁ ପଛରୁ ଅଟକେଇବା ପାଇଁ ଆଗକୁ ମାଡ଼ି ଚାଲିଛି। ରହି ଯାଆନ୍ତୁ,ମୁଁ କହୁଛି ମୋର ଭୁଲ୍ ହେଇ ଯାଇଛି। କିନ୍ତୁ ତା ବୋଉ କଥା କୁ କାନରେ ପହଞ୍ଚିଲା ସତ୍ତ୍ବେ ଶୁନ୍ୟରେ ଫୋପାଡ଼ି ଚାଲି ଯାଉଥିଲେ ସେମାନେ।ଏବେ ସବୁତକ ରାଗ ଶିଶୁ ଭାଇ ଉପରେ ଢାଳିବା ପାଇଁ ଯେମିତି ସେ ଗୋଟେ ମୁହୂର୍ତ୍ତ ଡେରି କରିବେ ନାହିଁ। #ପ୍ରେମଚିତ୍କାର