Nojoto: Largest Storytelling Platform

ତ ଇନ ନୁରାଖୁଜା ଚାଲିଛେ ଗହକି ଲାଗିଛେ ଚାର୍‌ହିକୁତି ସଭେ ସ

ତ
ଇନ ନୁରାଖୁଜା ଚାଲିଛେ
ଗହକି ଲାଗିଛେ ଚାର୍‌ହିକୁତି
ସଭେ ସମକୁ ଖୁଜୁଛନ୍
କିଏ ମିଲଲେ ତ
କଥା ଏତିକି ଥି ସରତା ବେଲେ
ଠିକ୍ ଥିତା
ଲମି ଚାଲିଛେ ମାଏଟ୍ ନୁ ଆକାଶ ତକ୍ 
ଏନ୍ତେହି କେତେ କଥା
ସପନ୍ ଯେତେ ହନ୍ଦଲେଇ ପକଉଛେ
ଅନ୍ଧାର୍ ରାଏତ୍ ସରଲେ ତ
ଆଖଁଲ୍ ଧାର୍ ଧରିଛେ, 
ଜୀବନ୍ କଲବଲ୍ ହେଉଛେ
ମୁନୁଷ ନରଦୁଛେ ଖାଲି ନରଦୁଛେ
ସଂକଲି ପକାତା ଜୀବନକେ 
ମୁକ୍ତି ପାଏତା ଜଞ୍ଜାଲ ନୁ
କାଣା କରବା, ବାଟ୍ ସରଲେ ତ
ଦରଖଁଡିଆ ଜୀବନ କେ
ଅଧପନ୍ତରିଆ ସପନ୍
ହେଥି ଫେର୍ କାହାରି ସଙ୍ଗେ କାହାରି
ନାଇଁ ମେଲ ଖାଉଛେ ମନ୍
ହିଁସା ହଁକାର ହୁରୁଦଥି ବନ୍ଧା ବାନ୍ଧିଛେ
ଭାବର୍ ସେ ଧାରା ବହେଲେ ତ
ସମ୍ଭଲି ଯାରେ ମୁନୁଷ
ମୁଇଁ ମୁଇଁ ବଲି କେତେ ଗଲେ ନ ସରି
ଇତିହାସ ଏନତା ନାଁ
କେତେ ଯେ ଦେଇଛେ ଗାରି
ଇନ ତୁଇ କିଏ ମୁଇଁ କିଏ
ଭାବର୍ ବନ୍ଧନଥି ସବୁ ଗାଢ଼କେ ଦେ ଭରି
କିଏ ଡାକଲେ ଓ ଟେ କର୍
ସବୁ ସପନା ସତ ହେବା
ଉଜଲ ପଖ ହେବା ବାଟ ସରବା
ଇ କଥା ସବୁ ନ ଲେଖା ଅଛେ 
କିଏ ବିଶ୍ଵାସ କରଲେ ତ ।।

©Tafizul Sambalpuri
  #ସମ୍ବଲପୁରୀ

#ସମ୍ବଲପୁରୀ #କବିତା

147 Views