Nojoto: Largest Storytelling Platform

ଜାଣିଛ ନା ? ପିଲାଦିନେ ଯେବେ ମୁଁ ପ୍ରଥମେ ପ୍ରଥମେ ଜାହାଜ ଦ

ଜାଣିଛ ନା ?
ପିଲାଦିନେ ଯେବେ ମୁଁ ପ୍ରଥମେ ପ୍ରଥମେ ଜାହାଜ ଦେଖିଲି
ସେତେବେଳେ ମୁଁ ମାନିବାକୁ ନାରାଜ୍ ଥିଲି ଯେ ,
ଜାହାଜ କୁ ମଣିଷ ବନେଇ ପାରେ ବୋଲି !

ବଡ଼ ହେବା ପରେ
ନୂଆନୂଆ ସାହିତ୍ୟ ପ୍ରେମରେ ମୁଁ .. . .
ଫକୀର ମୋହନଙ୍କ ଭଳି ସବୁ ବଡ଼ବଡ଼
ଭାଷା-ସାହିତ୍ୟ ପ୍ରେମୀଙ୍କ ଚମତ୍କାର ଚିନ୍ତା ଧାରାର ଲେଖା ସବୁକୁ
ପଢ଼ିଲା ପରେ ବି ମାନୁନଥିଲି ଯେ ,
ଏଇଭଳି ସବୁ ଲେଖାକୁ ମଣିଷ ଲେଖି ପାରେ ବୋଲି !

ଆଉ ଜାଣିଛ ?
ତମକୁ ଦେଖିଲା ପରେ
ମୋ ମନରେ ସେଇ ସମାନ ପିଲାଳିଆମୀ ପଣ ଯେ .. . .
ଏମିତି ସୁନ୍ଦରୀଙ୍କର ଜନ୍ମ ବି ପୃଥିବୀପୃଷ୍ଠ ରେ ହେଇପାରେ ବୋଲି !

©KkA
  #Life #Music 
#Love #Nojoto 
#poem #story 
#kkalived 
#Life_experience 
#କମଳାକୃଷ୍ଣ_ଅଶୋକ
kkaofficial9549

KkA

New Creator

Life #Music Love Nojoto #poem #story #kkalived #Life_experience #କମଳାକୃଷ୍ଣ_ଅଶୋକ #Poetry

135 Views