Nojoto: Largest Storytelling Platform

ଅଛି ଆଜି ବି ମୋ ଓଠରେ ସିଗାରେଟ୍ ବାହାରି ଯାଉଛି ତମ ସ୍ମୃତି

ଅଛି ଆଜି ବି ମୋ ଓଠରେ ସିଗାରେଟ୍ ବାହାରି ଯାଉଛି ତମ ସ୍ମୃତିର  ଧୂଆଁ, 
ବାସ୍ ଖାଲି ତମ ଲାଜ ମିଶା ଆକଟ ଟା ଆଉ ଶୁଣିବାକୁ ମିଳୁ ନାହିଁ।। ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ କଳା ଧଳା ଉପରେ, ଦୁଇ ଧାଡିରେ। ଆପଣଙ୍କ ରଚନାର ପ୍ରଥମ ଶବ୍ଦ ଅଛି ହେବ ଏବଂ ଶେଷ ଶବ୍ଦ ନାହିଁ। ଅଥବା ନାହିଁରୁ ଆରମ୍ଭ କରି ଅଛିରେ ସାରି ପାରନ୍ତି ଆପଣ । ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । 

ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮.୩୦ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ । 

ଶୁଭେଚ୍ଛା ଓ ଶୁଭକାମନା। 

#ଅଛିନାହିଁ #ଓଡ଼ିଆrapidfire odiarapidfire #rapidfire #challenge #collab #yqbhaina #yqodia

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ କଳା ଧଳା ଉପରେ, ଦୁଇ ଧାଡିରେ। ଆପଣଙ୍କ ରଚନାର ପ୍ରଥମ ଶବ୍ଦ ଅଛି ହେବ ଏବଂ ଶେଷ ଶବ୍ଦ ନାହିଁ। ଅଥବା ନାହିଁରୁ ଆରମ୍ଭ କରି ଅଛିରେ ସାରି ପାରନ୍ତି ଆପଣ । ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮.୩୦ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ । ଶୁଭେଚ୍ଛା ଓ ଶୁଭକାମନା। #ଅଛିନାହିଁ #ଓଡ଼ିଆrapidfire odiarapidfire #rapidfire #Challenge #Collab #Yqbhaina #yqodia #YourQuoteAndMine