Nojoto: Largest Storytelling Platform

ପଦେ କଥା ପଦେ କଥା ବହୁତ୍ ଆଏ ଭାବର୍ ଲାଗି ଲେତାଗୁତା ସଂଖଲ

ପଦେ କଥା

ପଦେ କଥା ବହୁତ୍ ଆଏ
ଭାବର୍ ଲାଗି
ଲେତାଗୁତା ସଂଖଲି ପକା
ଜୀବନ୍ ଲାଗି
କାଏଲ୍ କିଏ ଦେଖିଛେ
ଆଏଜ୍ କେ ଜିଁ ପକା 
ନାହେଲେ ହଜି ଯିବା ସମିଆଁ ବାଗିର୍ ।।

ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର

©Tafizul Sambalpuri
  #କଥା