Nojoto: Largest Storytelling Platform

ସମୟ କାହିଁ ଆଇନା କୁ ପଚାରିବା ପାଇଁ ମୋର ଚେହେରା କେମିତି

ସମୟ କାହିଁ
ଆଇନା କୁ ପଚାରିବା ପାଇଁ 
ମୋର ଚେହେରା କେମିତି ଅଛି
ଭିଡ଼ ଲାଗିଛି ଏଠି ଦୁଃଖ ଯନ୍ତ୍ରଣାର 
ଶ୍ମଶାନର ପଥ ଅନୁସନ୍ଧାନ କରିବାକୁ 
ସ୍ବପ୍ନ ଯେଉଁଠି ପାଉଁଶ ହୋଇ ମଧ୍ୟ
ବଞ୍ଚିରହେ କେଉଁ ଏକ ହୃଦୟରେ  ।।

©Tafizul Sambalpuri
  #ଯନ୍ତ୍ରଣା

#ଯନ୍ତ୍ରଣା #କବିତା

170 Views