Nojoto: Largest Storytelling Platform

ଚିଠି ଟିଏ ତୁମ ମୋ ପାଖରେ ଆଜି ସାଜିଛି ସପ୍ତ ରଙ୍ଗ ଇନ୍ଦ୍ର

ଚିଠି ଟିଏ ତୁମ 
ମୋ ପାଖରେ ଆଜି
ସାଜିଛି ସପ୍ତ ରଙ୍ଗ ଇନ୍ଦ୍ରଧନୁ 
ପ୍ରେମ ସନ୍ତକର ଦେବି କି ଉତ୍ତର
ଭାବୁଛି ଅନେକେ ଦିନୁ
ତୁମେ ହିଁ ତୁମେ
ସବୁଠି କେବଳ ତୁମେ
ଆରମ୍ଭ ତୁମେ
ଶେଷ ମଧ୍ୟ ତୁମେ
ଆଉ ଭଲ ଲାଗୁନାହିଁ ତୁମ ବିନୁ

©Tafizul Sambalpuri
  #ଚିଠି

#ଚିଠି #କବିତା

168 Views