Nojoto: Largest Storytelling Platform

Nature Quotes ସତ ନା ମିଛ ଏମିତି ଅନେକ ଭାବନା ବ୍ୟସ୍ତ

Nature Quotes ସତ ନା ମିଛ 
ଏମିତି ଅନେକ ଭାବନା 
ବ୍ୟସ୍ତ କରେ ଯେବେ
ପୁଳାଏ ପ୍ରଶ୍ନକୁ ଏକାଠି କରି
ସେମାନଙ୍କୁ ପଚାରେ ସେବେ
କହି କି ପାରିବ ଉତ୍ତର
ମିଶିନାହିଁ କେଉଁଠି ମଧ୍ୟ 
ଆକାଶ ଓ ପୃଥିବୀ 
ଦିଗବଳୟର ଅନୁସନ୍ଧାନ
କାହିଁକି ଚାଲିଛି ତେବେ ।।

#ଜୀବନ_କିଛି_ଏମିତି

©Tafizul Sambalpuri
  #NatureQuotes