Nojoto: Largest Storytelling Platform

White ସମୟର ଆଢୁଆଳରେ ରହି ସମୟକୁ ବାନ୍ଧି ରଖିବାର ସ୍ବପ୍ନ

White ସମୟର ଆଢୁଆଳରେ ରହି
ସମୟକୁ ବାନ୍ଧି ରଖିବାର ସ୍ବପ୍ନ ଦେଖୁଦେଖୁ
ଏମିତି ଏ ସମୟ ହାତ ଛାଡିଦିଏ‼️
ଆଉ ଦେଇଯାଏ .. .
କିଛିଟା ଅନୁଭୂତି , କିଛି ଯନ୍ତ୍ରଣା
ଆଉ କିଛି ହରେଇବାର କ୍ଷୋଭ❗ 
କ୍ଷୋଭ କେବଳ ନିଜ ଉପରେ ... .. .

©KkA
  #Dosti #KkA
#Music #Life
#Nojoto #Love 
#story #poem 
#କମଳାକୃଷ୍ଣ_ଅଶୋକ 
#Life_experience
kkaofficial9549

KkA

New Creator
streak icon5

#Dosti #kka #Music Life Nojoto Love #story #poem #କମଳାକୃଷ୍ଣ_ଅଶୋକ #Life_experience #Poetry

252 Views