Nojoto: Largest Storytelling Platform

ବିଶ୍ୱାସର ପୁରଦିଆ ପିଠାରେ ଭୋକ କେବେ ମରେନା, ଅନ୍ତହୀନ ଦୁନ

ବିଶ୍ୱାସର ପୁରଦିଆ ପିଠାରେ ଭୋକ କେବେ ମରେନା,
ଅନ୍ତହୀନ ଦୁନିଆରେ ସ୍ନେହ କେବେ ସରେନା।
ଭଉଣୀର ପାଇଁ ଭାଇ ତାର ସଦା ଚକ୍ ଚକ୍ ହୀରା ମୁଦି,
ଟଙ୍କା ଦେଇ କେବେ ସମ୍ପର୍କକୁ କିଣାଯାଇ ପାରେନା।

ଏ ସ୍ନେହର ବନ୍ଧନ ପାଇଁ ଅନେକ ଭଲପାଇବା। #ରାକ୍ଷୀ #ବନ୍ଧନବିଶ୍ୱାସର #yqodia #yqbhaina #sisterlove #pinta_quote

#ରାକ୍ଷୀ #ବନ୍ଧନବିଶ୍ୱାସର #yqodia #Yqbhaina #SisterLove #pinta_quote