Nojoto: Largest Storytelling Platform

💕💕💕 ଆଜିକାହିଁ ଏ ଫଗୁଣ    ତୋଳିଦିଏ ରଂଗ ତୋରଣ ;    ବୋ

💕💕💕
ଆଜିକାହିଁ ଏ ଫଗୁଣ
   ତୋଳିଦିଏ ରଂଗ ତୋରଣ ;
   ବୋଳିଦେବାକୁ ରଂଗ ଅବିର 
   କରିପାରେନା ବାରଣ  !!

©Rajguru
  #ଫଗୁଣ #Rajguru  Internet Jockey Anshu writer Pooja Udeshi Pravat Kumar Bal rasmi