Nojoto: Largest Storytelling Platform

ପ୍ରତୀଚୀ, ଯିଏ ଅସ୍ତରାଗର ରବିକୁ, ତା ପଣତ ଘୋଡାଇ ଦେଇ ଆଶ୍ବ

ପ୍ରତୀଚୀ, ଯିଏ ଅସ୍ତରାଗର ରବିକୁ,
ତା ପଣତ ଘୋଡାଇ ଦେଇ
ଆଶ୍ବାସନା ସହ ପଠାଏ ପ୍ରାଚୀକୁ,
ଭୋରରୁ  ପୁନର୍ଜନ୍ମ ପାଇଁ।।

ପ୍ରତୀଚୀ,ଏକ ସୁନ୍ଦର ଅନୁଶୀଳନ,
ଯାହା ଉପରେ ନିଜତ୍ବ ଜାରିକରାଯାଇପାରିବନାହିଁ।
ଯିଏ ଜୀବନକୁ ଜୀଇଁବା ଶିଖାଇଛି
ତାକୁ କେବେ ଅଣଦେଖା ବି କରାଯାଇପାରିବନାହିଁ।।

ପ୍ରତୀଚୀ,ଏକ ଶାନ୍ତ ମାଇଲଖୁଣ୍ଟ, 
ଯିଏ ସ୍ବତନ୍ତ୍ର ସହାୟକ ଉଦବୋଧକ।
ଜୀବନର ଶ୍ବାସ ଦୀର୍ଘଶ୍ବାସରେ
ସମାଧାନ କରିପାରେ ଜଟିଳ ମାନସାଙ୍କ।।




 #MYCLICK
#ପ୍ରତୀଚୀପ୍ରେରଣା 
#YQBhaina
#yqbhaina 
#yqodia
ପ୍ରତୀଚୀ, ଯିଏ ଅସ୍ତରାଗର ରବିକୁ,
ତା ପଣତ ଘୋଡାଇ ଦେଇ
ଆଶ୍ବାସନା ସହ ପଠାଏ ପ୍ରାଚୀକୁ,
ଭୋରରୁ  ପୁନର୍ଜନ୍ମ ପାଇଁ।।

ପ୍ରତୀଚୀ,ଏକ ସୁନ୍ଦର ଅନୁଶୀଳନ,
ଯାହା ଉପରେ ନିଜତ୍ବ ଜାରିକରାଯାଇପାରିବନାହିଁ।
ଯିଏ ଜୀବନକୁ ଜୀଇଁବା ଶିଖାଇଛି
ତାକୁ କେବେ ଅଣଦେଖା ବି କରାଯାଇପାରିବନାହିଁ।।

ପ୍ରତୀଚୀ,ଏକ ଶାନ୍ତ ମାଇଲଖୁଣ୍ଟ, 
ଯିଏ ସ୍ବତନ୍ତ୍ର ସହାୟକ ଉଦବୋଧକ।
ଜୀବନର ଶ୍ବାସ ଦୀର୍ଘଶ୍ବାସରେ
ସମାଧାନ କରିପାରେ ଜଟିଳ ମାନସାଙ୍କ।।




 #MYCLICK
#ପ୍ରତୀଚୀପ୍ରେରଣା 
#YQBhaina
#yqbhaina 
#yqodia

#myclick #ପ୍ରତୀଚୀପ୍ରେରଣା #Yqbhaina #Yqbhaina #yqodia