Nojoto: Largest Storytelling Platform

White ଯଦି ଖୋଜିବାର ଅଛି .. . ନିଜ ସୁନ୍ଦରତା ଖୋଜ ଦୋଷ ଖୋ

White ଯଦି ଖୋଜିବାର ଅଛି .. .
ନିଜ ସୁନ୍ଦରତା ଖୋଜ
ଦୋଷ ଖୋଜିବାକୁ ଲୋକ ଅଛନ୍ତି ନା !

ଯଦି ବଢିବାର ଅଛି .. .
ପାଦ ଆଗରେ ରଖ
ପଛକୁ ଟାଣିବାକୁ ଲୋକ ଅଛନ୍ତି ନା !

ଯଦି ଦେଖିବାର ଅଛି .. .
ଉଚ୍ଚ ସ୍ୱପ୍ନକୁ ଦେଖ
ନୀଚ୍ଚ ଦେଖେଇବାକୁ ଲୋକ ଅଛନ୍ତି ନା !

ଯଦି ସହିବାର ଅଛି .. .
ନିଜେ ଆଲୋକ ବନ
ଜଳିବା ପାଇଁ ଲୋକ ଅଛନ୍ତି ନା !

ଯଦି ବନିବାର ଅଛି .. .
ନିଜ ସ୍ୱତନ୍ତ୍ର ବନା
ଭିଡ଼ରେ ଚାଲିବାକୁ ଲୋକ ଅଛନ୍ତି ନା !

ଯଦି କରିବାର ଅଛି .. .
ପ୍ରେମ ନିଜକୁ କର
ଘୃଣା କରିବାକୁ ଲୋକ ଅଛନ୍ତି ନା !

ଯଦି ହବାର ଅଛି .. .
ଭଲ ମଣିଷ ହୁଅ
ତାଳି ମାରିବାକୁ ଲୋକ ଅଛନ୍ତି ନା !

©KkA
  #You_Can_Do
#bike_wale