Find the Best you_can_do Shayari, Status, Quotes from top creators only on Nojoto App. Also find trending photos & videos aboutto you with love by shravya bhinder pdf, falling in love with you quotes, to you baby with love, to you with love book, now i wanna fall in love with you,
KkA
White ଯଦି ଖୋଜିବାର ଅଛି .. . ନିଜ ସୁନ୍ଦରତା ଖୋଜ ଦୋଷ ଖୋଜିବାକୁ ଲୋକ ଅଛନ୍ତି ନା ! ଯଦି ବଢିବାର ଅଛି .. . ପାଦ ଆଗରେ ରଖ ପଛକୁ ଟାଣିବାକୁ ଲୋକ ଅଛନ୍ତି ନା ! ଯଦି ଦେଖିବାର ଅଛି .. . ଉଚ୍ଚ ସ୍ୱପ୍ନକୁ ଦେଖ ନୀଚ୍ଚ ଦେଖେଇବାକୁ ଲୋକ ଅଛନ୍ତି ନା ! ଯଦି ସହିବାର ଅଛି .. . ନିଜେ ଆଲୋକ ବନ ଜଳିବା ପାଇଁ ଲୋକ ଅଛନ୍ତି ନା ! ଯଦି ବନିବାର ଅଛି .. . ନିଜ ସ୍ୱତନ୍ତ୍ର ବନା ଭିଡ଼ରେ ଚାଲିବାକୁ ଲୋକ ଅଛନ୍ତି ନା ! ଯଦି କରିବାର ଅଛି .. . ପ୍ରେମ ନିଜକୁ କର ଘୃଣା କରିବାକୁ ଲୋକ ଅଛନ୍ତି ନା ! ଯଦି ହବାର ଅଛି .. . ଭଲ ମଣିଷ ହୁଅ ତାଳି ମାରିବାକୁ ଲୋକ ଅଛନ୍ତି ନା ! ©KkA #You_Can_Do #bike_wale
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited