ଅଦିନିଆ ମେଘ ଲିଭାଇ ପାରିବ ଅଗ୍ନିକୁଣ୍ଡ ନିଆଁ ହୁଳା ଅଦିନିଆ ମେଘ ଲିଭାଇ ପାରିବ ହୃଦୟର ଦୁଃଖ ଜ୍ୱାଳା? ହୃଦୟରେ ଅଛି କେତେ ଯେ ବିରହ ଦୁଃଖ ଅଛି କେତେ ବନ୍ଧୁ ସେ ଦୁଃଖକୁ ଭାଇ ଭସେଇ ପାରିବ ଏ ତେର ନଇ ସାତ ସିନ୍ଧୁ? ପ୍ରେମିକା ତ ଏଠି ମିଛେଇ ସାଜିଛି ମିଛରେ କରେ ଯେ ପଣ ତା ପାଇଁ ତ ସବୁ ସାମାନ୍ୟ ତ ଲାଗେ ମା ରାଣ ବିଦ୍ୟା ରାଣ କଟା ଘା ରେ ଆଜି କାହିଁକି ଢାଳିବି ମେଞ୍ଚାଏ ମେଞ୍ଚାଏ ଲୁଣ ଯଦି ଢ଼ାଳିଦେବି ଦୁଃଖ ବଢ଼ିଯିବ ହଜାରେ ହଜାରେ ଗୁଣ.. ଶାୟର - ଦିଲ୍ଲୀପ କୁମାର ନାଏକ my first odia sayari...