Nojoto: Largest Storytelling Platform
kunalranjansahu1795
  • 8Stories
  • 3Followers
  • 49Love
    1.6KViews

KUNAL RANJAN SAHU

  • Popular
  • Latest
  • Video
00fa8dbdca17c1a96009091464e9dc88

KUNAL RANJAN SAHU

ଝିଅଟିଏ
ବର୍ଷକ ଆଗରୁ 
ଅଜଣା ଅଚିହ୍ନା ଅପରିଚିତା 
ହେଲେ ଥିଲା ସେ 
ମୋ ସ୍ଵପ୍ନ ର ନାୟିକା 
ଭାବନା ର ସୃଜନିକା 
ମୋ ଆଶା ର ଆକାଂକ୍ଷା
ପ୍ରେମ ର ପ୍ରତୀକ୍ଷା
ଶୂନ୍ୟ ହୃଦୟରେ
 ପୂର୍ଣ୍ଣ କଳସ
ମୌନ ମନରେ
 ସ୍ଵର୍ଣ୍ଣ  ହରସ

ଝିଅଟିଏ 
ହେଲେ ଆଜି ସେ 
ସବୁକିଛି 
 ପ୍ରେମ ପ୍ରୀତି ପରିଣିତା 
ପଲଟିଛି ସେ
ଜୀବନ ଯୁଦ୍ଧରେ 
ସୁଖ ଦୁଃଖର ସହଭାଗୀତା 
ବିଞ୍ଛି ଚାଲିଛି ସେ 
ହୃଦୟ ମରୁବାଲିରେ 
ଖୁସି ର ଜୁଆର 
ଆଙ୍କି ଚାଲିଛି ସେ 
ସ୍ଵପ୍ନ ଅକାଶରେ 
ପାରିଜାତ ପ୍ରେମ ର

ଅଜି ସେ
ମୋ ପାଇଁ
ଶୂନ୍ୟ ରୁ ବ୍ରହ୍ମ 
ଶବ୍ଦ ରୁ ସାହିତ୍ୟ
ଅସୀମ ଅନନ୍ତ
ଭାବନା ତାହାର 
କୋଣ ରୁ ଅନୁକୋଣ
କ୍ଷଣ ରୁ ପ୍ରତିକ୍ଷଣ
କେବଳ ତାହାରି ସ୍ମୃତି
ଏମିତି ହେଲେ ସେ ସାଥୀ 
ଖୁସି ଖୁସି ଏ ଜୀବନ 
ଯିବ ବିତି

©KUNAL RANJAN SAHU
  ସାଥୀ

ସାଥୀ #ପ୍ରେମ

00fa8dbdca17c1a96009091464e9dc88

KUNAL RANJAN SAHU

ମୁଠାଏ ସ୍ଵପ୍ନ ମୁଠାଏ ଆଶା
ଏକମାତ୍ର ହିଁ ସାହା ଭରସା
ବିପରୀତ କାଳେ ବିଧି ହେଲେ ବାମ
ଯୋଗାଏ ବଳ ହେବାକୁ କାର୍ଯ୍ୟକ୍ଷମ
ପ୍ରଶାନ୍ତ ଚିତ୍ତେ ଘୋଟେ ଅଶାନ୍ତ ବାଦଲ
ମନ ଖୋଜେ ଖାଲି ସୁଖ ର ସକାଳ
ଘଟିବ ନିଶ୍ଚିତ ଆଗତ ଘଟଣା
ମନ କଲେ ଉଣା ପାଇବୁ ଯନ୍ତ୍ରଣା
ଦିନ ପରେ ରାତି ରାତି ପରେ ଦିନ
ଭେଦି କେ ପାରିବ ପ୍ରକୃତି ନିୟମ
ଦେଇ ଯେତେ ଅବା ଧନ ଯଶ ମାନ
ଜୀବନ ଟା ପରା ସୁଖ ଦୁଃଖର ଲୁଚକାଳି
କେତେବେଳ ଆସେ ହସର ଫଗୁଣ
କେତେବେଳେ ପୁଣି ଲୁହ ର ଶ୍ରାବଣ
ମିଛ ମାୟା ସଂସାରେ ବିତିବ ଜୀବନ 
ଅନୁ - ପ୍ରତିକୂଳେ ରଖିଲେ ସଂଯମ
କେହି ରହିବେ ନି ଏ ଜାଗତେ ଚିରଦିନ
ଏଇଟା ହିଁ ଅଟେ ବିଧି ର ବିଧାନ

©KUNAL RANJAN SAHU
  ମୁଠାଏ ସ୍ଵପ୍ନ

ମୁଠାଏ ସ୍ଵପ୍ନ #କବିତା

00fa8dbdca17c1a96009091464e9dc88

KUNAL RANJAN SAHU

A Million Dollar Smile
***********************
O' little droughty plant
Are you lacking of life?
Be optimistic, give a smile!
A pitter-patter silky shower
Is just waiting for you.

O' freaking hungry boy
Are you lacking of liveliness? 
Be optimistic, give a smile!
A mouth-watering yummy dish
Is just waiting for you.

O' struggling restless man
Are you lacking of livelihood?
Be optimistic, give a smile!
A breath-taking golden opportunity
Is just waiting for you.

O' dear lovely lady 
Are you lacking of infant joy? 
Be optimistic, give a smile! 
A cry-baby with a million dollar smile 
Is just waiting for you.

©KUNAL RANJAN SAHU A Million Dollar Smile 

A Million Dollar Smile 

A Million Dollar Smile 

#Travel

A Million Dollar Smile A Million Dollar Smile A Million Dollar Smile #Travel #Poetry

00fa8dbdca17c1a96009091464e9dc88

KUNAL RANJAN SAHU

A Million dollar smile
***********************
O' little droughty plant
Are you lacking of life?
Be optimistic, give a smile! 
A pitter-patter silky shower
Is just waiting for you.

O' freaking hungry boy
Are you lack of liveliness?
Be optimistic, give a smile!
A mouth-watering yummy dishO
Is just waiting for you.dear

O' stugling restless man
Are you lack of bread and butter?
Be optimistic, give a smile!
A breath-taking golden opportunity
Is just waiting for you.

O' dear lovely lady
Are you lacking of infant joy?
Be optimistic, give a smile! 
A cry-baby with a million dollar smile
Is just waiting for you.

©KUNAL RANJAN SAHU
  A Million dollar smile

A Million dollar smile #Poetry

00fa8dbdca17c1a96009091464e9dc88

KUNAL RANJAN SAHU

The Selfish Guy
*****'************
Can you
Jump into the sky
And pluck the beautiful moon
From the garden of heaven
No, I know you can't
Because you are jealous
To the lustering light.

Can you
Deep into the ocean
And collect the sparkling gems
From the garden of underworld 
No,I know you can't 
Because you are jealous 
To the ultimate bravity. 

Can you 
Sting into the  flowers 
And suck the sweet-smelling nectar 
From the garden of nature
No, I know you can't
Because you are jealous
To the divine love.

Can you
Look into the mirror
And recognise yourself
In the garden of God
No,I know you can't
Because you are jealous
To the image of yourself.

©KUNAL RANJAN SAHU The Selfish Guy 

The Selfish Guy 

#Drown

The Selfish Guy The Selfish Guy #Drown #Poetry

00fa8dbdca17c1a96009091464e9dc88

KUNAL RANJAN SAHU

ଅକୁହା କଥା

କହୁ କହୁ କେତେ କହିଦିଏ
ସେଇ ଯେ ଅକୁହା କଥା
ଅଦୃଶ୍ୟ ଆଲୌକିକ ଅଭେଦ୍ୟ ଭେଦି
ହରଇ ସେ ମନ ର ବ୍ୟଥା

ଠିକ୍ ଯେମିତି ଶବ୍ଦହୀନ ଶବ୍ଦଭେଦୀ ଭେଦଇ
ମାୟା ମରୀଚିକା ମୃଗତୃଷ୍ଣା
ଠିକ୍ ଯେମିତି ତିମିର ବୁକୁ ଚିରି ଚିରି ଯାଏ 
ଖଦ୍ୟୋତିକା  ପ୍ରସାରି ନିଜର ଜ୍ୟୋତ୍ସ୍ନା 

ପୁରୁବ ମିଶିବ ପଶ୍ଚିମ ସାଥେ 
ଧରଣୀ ମିଶିବ ଗଗନ ସାଥେ 
ଥାଉ ପାସେ ଅବା ଥାଉ ଯେତେ ଦୂରେ
ଯୋଡ଼ିବ ଦୁଇଟି ଅଜଣା ହୃଦୟ
ପୀରତି ଚୁମ୍ବକ ଅଠା ଡୋରି ରେ
ହୋଇଲେ ତାହାର କୃପା ଉଦୟ

ଟିକିଏ ରୁହ.....
ଯିବ ସେ ଶବ୍ଦ ସାରଥୀ ବିଜୁଳି ବେଗରେ 
ନେଇ ପ୍ରଣୟ ର ବାର୍ତ୍ତା 
ଦୂରଭାଷ ଯନ୍ତ୍ର ର ରୂପେଲି ପରଦା ରେ 
ଝଲସି ଉଠିବ 
କହି କହି ଯିବ ଗହନ ମନ ର କଥା 

ଇନ୍ଦ୍ରଧନୁର ରଙ୍ଗ ତୁଳୀ ରେ 
ଆଙ୍କିବ ସ୍ଵପ୍ନ ର ତାଜମହଲ 
ଚୋରାବାଲି ରୁ ଖୋଜିବ 
ମୁଠା ମୁଠା ସ୍ଵପ୍ନ 
ରାଗରୋଷ ମାନ ଅଭିମାନ

ପ୍ରସ୍ଫୁଟିତ ହେବ ପାରିଜାତ ପୁଷ୍ପ
ଚହଟିବ ପ୍ରେମ ର ବାସ୍ନା
ପ୍ରେମମୟ ହେବ ଆକାଶ ପବନ
ଜାଗରଣ ହେବ ନବ ଉନ୍ମାଦନା
ଉଛୁଳି ଉଠିବ ମନ

ମାଳ ମାଳ ସିନା ଏ ମୌନ ସଂକେତ
ଶବ୍ଦ ବିନା ପୁଣି ଶବ୍ଦ ସୃଷ୍ଟି କରେ
ଲେଖି ଲେଖି ଯାଏ
ତର୍କ - ତତ୍ତ୍ଵ ର ନିଶ୍ଵାସ
ଦୃଷ୍ଟି ବିନା ଦୃଶ୍ୟମାନ ଇଏ
ଖୋଳି ଖୋଳି ଯାଏ
କେତେ ଯେ ଗୁଢ଼ ରହସ୍ୟ

କହୁ କହୁ କେତେ କହି ଦିଏ 
ସେଇ ଯେ ଅକୁହା କଥା 

ମୁଁ ବି ତ ଶବ୍ଦକୋଷ ସମୁଦ୍ରର 
ସେହି ଅସଜଡା ଶବ୍ଦ ସୀମା 
ଆଶାକରେ.... 
ସାଉଁଟିବ ସାଇତିବ ସଜାଡ଼ିବ
ହେ ମୋର 
ପ୍ରିୟା ପ୍ରୀତି ପ୍ରିୟତମା

©KUNAL RANJAN SAHU @ valentine day 
ଅକୁହା କଥା 

#hugday

@ valentine day ଅକୁହା କଥା #hugday #ପ୍ରେମ

00fa8dbdca17c1a96009091464e9dc88

KUNAL RANJAN SAHU

କାମନା



ଶିଶିର ବିନ୍ଦୁ ଟିଏ ମୁଁ, 
ହେମନ୍ତ ସକାଳର ପ୍ରଥମାର୍ଦ୍ଧରେ ଜନ୍ମ
ଅସ୍ତିତ୍ୱ ପାଇଛି ଧରିତ୍ରୀ ରାଇଜେ, 
ଅସ୍ଥାୟୀ କୁନି ଲତା ଶେଜେ 
ସତ୍ତା ପାଇ ଧନ୍ୟ ହେଲି ଗୋ  ଜନନୀ
ସତ୍ତା ହରାଇବି ପୁଣି ପାହିଲେ ଯାମିନୀ 
 ବୁଝି ପାରୁନାହିଁ ଏ ଜାଗତେ ମୋର କିସ ପ୍ରୟୋଜନ 
ତୋ ହାତେ ଲେଖା ମୋ
ଭାଗ୍ୟ - ବିଧାନ, ମାନ - ଅପମାନ
ଏ ଛାର ଜାଗତେ କଣ ବା କରିବ 
କାହାର ହିତ ସାଧନ ! 


ଟିକିଏ ବି ଦୁଃଖ ନାହିଁ ମନେ
ମୁଁ କ୍ଷଣସ୍ଥାୟୀ, ମୁଁ ଅଳ୍ପାୟୁ
ଜାଣିଛି ଦଗ୍ଧ ହେବି
ଆଗାମୀ ଅରୁଣ ର ପ୍ରଥମ କିରଣ ରେ
ଲୀନ ହେବି ପୁଣି ତୋହରି କୋଳେ 
ଶେଷ ହେବେ  ଅଭିନୟ
ଶେଷ ହେବ ମୋର 
ଜନ୍ମ - ଯୌବନ - ଶ୍ମଶାନ
ଦୁଃଖ ନାହିଁ, ଦୋଷ ବି ଦେଉନି 
ତୁମକୁ ହେ ଜଗତ ଠାକୁର 
ଟିକି ଜୀବନର ଟିକି କାମନା ମୋର 
ପୂରଣ ହେଉ ହେ ଇଶ୍ୱର I 

ମୁଁ ଚାହେଁ ନାହିଁ ମିଶିବାକୁ ନୀଳ ଜଳରାଶି ରେ 
ଚାହେଁ ନାହିଁ ମୁଁ ମହାଜୀବ ର ତୃଷା ହରିବାକୁ 
ଆଉ ମଧ୍ଯ ଚାହେଁ ନାହିଁ ମିଶିବାକୁ 
ଦେବାର୍ପିତ କଳସ ଜଳ ରେ 
ମୁଁ ଚାହେଁ କେବଳ ମିଶିବାକୁ 
ଧାନ କିଆରୀ ର  ମରୁଡି ଗ୍ରସ୍ତ ଶଯ୍ୟାଶାୟୀ
 ସେଇ ଧାନ ଗଛ ଟି ସହିତ 
ଟିକିଏ ଦୁଖଃ ସୁଖ ବାଣ୍ଟିବାକୁ 
ଆଜୀବନ ଲିପ୍ତ ରହିବାକୁ 
ତା ବାହୁ ଆଲିଙ୍ଗନ ରେ 
ଟିକି ଜୀବନର ଟିକି କାମନା ମୋର 
ପୂରଣ ହେଉ ହେ ଇଶ୍ୱର l



🌾🌾🌾କୁ ନା ଲ୍ 🌾🌾🌾 #shadesoflife
00fa8dbdca17c1a96009091464e9dc88

KUNAL RANJAN SAHU

A RAY OF HOPES

Time being mightiest
Respect it. 
Time, may it be, not for you
Watch and wait.
For every adversity,
Think it, 
As a part of diversity.

A ray of hopes, 
The nature always webbing 
For you. 

The day may be 
Sunny or rainy, 
You can make penny, 
A bunch of smiles
That you create among others

A ray of hopes, 
The nature is always webbing
 for you. 

You may be 
The hole in the flute, 
Spreading the health and happiness 
You may be 
The tiny firefly
Consuming the wealth of darkness

A ray of hopes
The nature is always webbing 
for you.






Kunal🧨🧨🧨 A RAY OF HOPES

A RAY OF HOPES


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile