Nojoto: Largest Storytelling Platform
abismitamishra8208
  • 7Stories
  • 11Followers
  • 68Love
    0Views

ABISMITA Mishra

  • Popular
  • Latest
  • Video
254c6d0ec43c6caf82a3b02fa87ce894

ABISMITA Mishra

White Log kehte hai tumhara maa margayi 
tum kyu soch te ho...
Me kaise na sochu 
kya apni maa ko kabhi kisi ne bhul 
payega...😭😭

©ABISMITA Mishra #Sad_Status
254c6d0ec43c6caf82a3b02fa87ce894

ABISMITA Mishra

White Aaj mera mummy ka birthday hai 
lein wo ab iss dunia me nehi raha

©ABISMITA Mishra #Sad_Status
254c6d0ec43c6caf82a3b02fa87ce894

ABISMITA Mishra

ରାଗ ଗର୍ବ ଅହଂକାର ଛାଡି ଯେତିକି ଦିନ ବଂଚୁଛ ଖୁସି ରେ ବଞ୍ଚ..
କାହିଁକି ନା ମୃତ୍ୟୁ କେତେବେଳେ ବି ଆସି ପାରେ....

©ABISMITA Mishra #Bhai_Dooj
254c6d0ec43c6caf82a3b02fa87ce894

ABISMITA Mishra

White ଯଦି କେବେ ଭଗବାନ ଆସି ମତେ ପଚାରନ୍ତି ତୋର କଣ ଦରକାର 
ମୁଁ କହନ୍ତି ମୋ ମାଆ ଦରକାର..
ତା ସହ କେଇପଦ କଥା ଦରକାର 
ତା ସ୍ନେହ ବୋଳା ମୁଣ୍ଡ ଆଉଁସା ଦରକାର..
ଟିକେ ଶୋଇବା ପାଇଁ ତାର କୋଳ ଦରକାର...
ମୁହଁ ପୋଛିବା ପାଇଁ ତାର କାନି(ପଣତ) ଦରକାର..
💔💔miss u bou💔💔

©ABISMITA Mishra #love_shayari
254c6d0ec43c6caf82a3b02fa87ce894

ABISMITA Mishra

White ଆଜି ଆଖି ରେ ନିଦ ତ ବହୁତ ଅଛି 
ହେଲେ ଶୋଇବା ପାଇଁ ମୋ ବୋଉ ର କୋଳ ଟିକିଏ ନାହିଁ....

ଆଜି ଖାଇବା ତ ମନ ପସନ୍ଦ ର ବହୁତ ସାରା ଅଛି ହେଲେ ସେଥି ରେ ମୋ ମାଆ ହାତ ରନ୍ଧା ର ବାସ୍ନା ନାହିଁ...

ଆଜି ଘର ଭିତରେ ଲୋକ ତ ବହୁତ ସାରା ଅଛନ୍ତି ହେଲେ ମୋ ବୋଉ ର 
ସ୍ନେହ ବୋଳା କଥା ପଦେ ଶୁଭା ହୁଏ ନାହିଁ..

ଆଜି ଅନ୍ଧାର ରେ ଡର ଭୟ ତ ପୁରି ରହିଛି ହେଲେ ମୁହଁ ଲୁଚେଇ ବା ପାଇଁ ମୋ ବୋଉ ର ପଣତ ନାହିଁ...

©ABISMITA Mishra #sad_quotes
254c6d0ec43c6caf82a3b02fa87ce894

ABISMITA Mishra

White ଅଝଟ କଲେ କିଏ ବୁଝେଇ ଦେବ 
ନ ଖାଇ ଥିଲେ ଆଉ କିଏ ଖୁଆଇ ଦେବ 
ନିଦ ନ ଆସିଲେ ଆଉ କିଏ ଗପ କହିବ 
ଅବୁଝା ମୁଁ ହେଲେ କିଏ ଆଉ ବୁଝେଇ ଦେବ...

କାନ୍ଦୁ ଥିଲେ ମୁଁ କିଏ ହସେଇ ଦେବ 
ମିଠା କଥା କହି ଗେଲ୍ହା କରିବ
ଝୁଣ୍ଟି ପଡ଼ିଥିଲେ କିଏ ଉଠେଇ ଦେବ 
ବାହାର କୁ ଯାଇଥିଲେ ଖାଇଛୁ କି ନାହିଁ ଆଉ କିଏ ପଚାରି ବୁଝବ..

©ABISMITA Mishra #Sad_Status
254c6d0ec43c6caf82a3b02fa87ce894

ABISMITA Mishra

White ଚାରିଆଡେ ବାଣ ର ଶବ୍ଦ 
ମତେ ଶୁଭେ ସବୁଠି ମୋ ମାଆ ର କାନ୍ଦ..
ଚାରିଆଡେ ଆଲୋକ ପର୍ବ ଦୀପାବଳି 
ଆଖି ରେ ନାଚେ ମାଆ ର ଚିତା କେମିତି ଉଠୁଛି ଜଳି..
ସବୁଙ୍କ ହୃଦୟେ ଅପାର ଖୁସି 
ମୋ ଖୁସି ଯେମିତି ଯାଇଛି କି ରୁଷି..
ସବୁ ଠି ଛୁଟେ ଖୁସି ର ସୁଅ 
ମୋ ଆଖି ରୁ ଆଜି ସୁଖେନି ଲୁହ..
ଚିକିମିକି ଦେଖ ଲିଚୁ ରେ ଭରା 
ବୋଉ ବିନା ଘର ମୋର ଅନ୍ଧାର ପୁରା..
ଦୀପ ର ଆଲୋକେ ଦୁର ହୁଏ ଅନ୍ଧାର 
ମୋ ବୋଉ ବିନା ଦୁନିଆ ନର୍କ ପୁର

©Abismita Mishra #sad_quotes

Follow us on social media:

For Best Experience, Download Nojoto

Home
Explore
Events
Notification
Profile