Nojoto: Largest Storytelling Platform
nojotouser1136589177
  • 2Stories
  • 6Followers
  • 17Love
    0Views

ସୁଦୀପ୍ତ

  • Popular
  • Latest
  • Video
41e09fdf385b08b18ef528c973665e3a

ସୁଦୀପ୍ତ

White 
ତୁମେ କଣ ସହିପାର  ?


ଅଙ୍କୁରିତ ସେଇ ମଞ୍ଜିକୁ ପାଦରେ ଦଳିଦିଅ 
ତୁମେ,
ସତେ କଣ ତାର ସଂଘର୍ଷକୁ ତୁମେ ସହିପାର.........
ଭଲରେ ରହିବି ବୋଲି (ମୁଁ ) ତୁମର ସେ 
ତ୍ୟାଗ,
ସତେ କଣ ତାର ବିରହକୁ ତୁମେ  ସହିପାର..........

© #sunset_time
41e09fdf385b08b18ef528c973665e3a

ସୁଦୀପ୍ତ

White  ସତେ କି ?


ଏକ ମଧୁର ଯନ୍ତ୍ରଣାର   ଅନ୍ୟ  ନାମ - ଅପେକ୍ଷା 
ଏକ ମଧୁର ଯୁଦ୍ଧର ଅନ୍ୟ ନାମ -  ଶୀତଳ ଯୁଦ୍ଧ 
ଏକ ମଧୁର କ୍ଷତର ଅନ୍ୟ ନାମ          -ଧୋକା 
  ଏକ ମଧୁର ବିଦ୍ରୋହର ଅନ୍ୟ ନାମ - ସ୍ମିତ ହାସ୍ୟ 
ଏକ  ମଧୁର ଆଶକ୍ତିର ଅନ୍ୟ ନାମ    -       ମନ

© ସତେ କି      ?

ସତେ କି ? #ପ୍ରେମ

Follow us on social media:

For Best Experience, Download Nojoto

Home
Explore
Events
Notification
Profile