Nojoto: Largest Storytelling Platform
little5098928109238
  • 7Stories
  • 15Followers
  • 52Love
    172Views

little

  • Popular
  • Latest
  • Video
431ac1d7ee826408e8c83d34e31902e5

little

ହେ ମୋର କବିତା 
ତୁମେ ନୁହଁ କେଉଁ ଅନୁବାଦ
କାହାର ଅନୁକରଣ
ଅବା କାହାର ବିପକ୍ଷବାଦୀ
ତୁମେ ହେଉଛ
ମୋ ଜୀବନର ଜୀବନ୍ତ କାହାଣୀ
ଟିକିଏ ଆଶା
ଟୋପାଏ ଅଶ୍ରୁ
ମେଞ୍ଚାଏ ସଂଘର୍ଷ....
#Manasmita Parida #odiapoem
431ac1d7ee826408e8c83d34e31902e5

little

#Chritmas
Christmas special work

#Chritmas Christmas special work

119 Views

431ac1d7ee826408e8c83d34e31902e5

little

#କଥା ତ ଏତିକି ଥିଲା

#କଥା ତ ଏତିକି ଥିଲା

57 Views

431ac1d7ee826408e8c83d34e31902e5

little

ପ୍ରେମର ପରିଭାଷା
ସଂଜ୍ଞା ହୀନ 
କେବେ ଏହା ଗଗନ ପରି ଅସୀମ ତ
ଆଉ କେବେ ସାଗର ପରି ଗଭୀର  
କେବେ ପୁଣି ବଳୟ ପରି ଦିଗନ୍ତ ବିସ୍ତାରୀ
ଏହି ପ୍ରେମ ପାଇଁ  କିଏ ହୋଇଛି
ଦେବଦାସ ତ କିଏ ପୁଣି ରୋମିଓ
ପ୍ରେମ ପାଇଁ କୋଉ ନାୟକା ସାଜିଛି ପାରୋ ତ
 ଆଉ କିଏ ପୁଣି ଜୁଲିଏଟ
ତଥାପି ଏ ପ୍ରେମ ର ପରିଭାଷା ଅସ୍ପଷ୍ଟ.... ।
କିନ୍ତୁ ଆଜିର ପ୍ରେମ ରେ....
 ନାହିଁ ପବିତ୍ରତା,ନାହିଁ ବିଶ୍ୱାସ।
ଆଜି ପ୍ରେମ ର ପରିଭାଷା ହେଉଛି..
"Grass hopper tendency".
 #ପ୍ରେମ

#ପ୍ରେମ #poem

6 Love

431ac1d7ee826408e8c83d34e31902e5

little

ପ୍ରେମର ପରିଭାଷା
ସଂଜ୍ଞା ହୀନ 
କେବେ ଏହା ଗଗନ ପରି ଅସୀମ ତ
ଆଉ କେବେ ସାଗର ପରି ଗଭୀର  
କେବେ ପୁଣି ବଳୟ ପରି ଦିଗନ୍ତ ବିସ୍ତାରୀ
ଏହି ପ୍ରେମ ପାଇଁ  କିଏ ହୋଇଛି
ଦେବଦାସ ତ କିଏ ପୁଣି ରୋମିଓ
ପ୍ରେମ ପାଇଁ କୋଉ ନାୟକା ସାଜିଛି ପାରୋ ତ
 ଆଉ କିଏ ପୁଣି ଜୁଲିଏଟ
ତଥାପି ଏ ପ୍ରେମ ର ପରିଭାଷା ଅସ୍ପଷ୍ଟ.... ।
କିନ୍ତୁ ଆଜିର ପ୍ରେମ ରେ....
 ନାହିଁ ପବିତ୍ରତା,ନାହିଁ ବିଶ୍ୱାସ।
ଆଜି ପ୍ରେମ ର ପରିଭାଷା ହେଉଛି..
"Grass hopper tendency". #ପ୍ରେମ

#ପ୍ରେମ #poem

17 Love

431ac1d7ee826408e8c83d34e31902e5

little

#କେବେତ କୁହ ମୁଁହ ଖୋଲି

#କେବେତ କୁହ ମୁଁହ ଖୋଲି #Shayari

77 Views

431ac1d7ee826408e8c83d34e31902e5

little

ପତ୍ର ଝଡା ଦିଏ ଏ ଜୀବନ...!
ବଞ୍ଚିବାକୁ ଦେଖା ଏ ଯେ କେତେ ସ୍ୱପ୍ନ
ଆସେ ଯେବେ ଚିରଆନନ୍ଦର ଋତୁ...!!
ଝଡିଯାଏ ବିଷାଦ ବେଦନାର
ଶୁଷ୍କ ପତ୍ର ସବୁ....!
ପ୍ରକାଶିତ ହୁଏ ଏ ଜୀବନ ବୃକ୍ଷରେ
ନୂତନ ଆନନ୍ଦ ମିଶ୍ରିତ ଆଶାର କଅଁଳ ସବୁଜ ପତ୍ର..!!
ଜୀବନ ହୁଏ ରଙ୍ଗୀନ...!!
କିନ୍ତୁ ଏ ରଙ୍ଗୀନ ସମୟର ଅବଧି ତ କ୍ଷୀଣ....?
ଭୟ ଲାଗେ....!
ସବୁବେଳେ ଏକ ଦ୍ଵନ୍ଦରେ ଥାଏ..!
ଆସୁଥିବା ଋତୁ ବିଷାଦ ତ ନୁହେଁ..??
କାରଣ...
ଏ ଜୀବନ ପତ୍ର ଝଡା ଦିଏ...!
କେବେ ବିଷାଦରେ,କେବେ ପୁଣି ଆନନ୍ଦରେ...!
କିନ୍ତୁ ଏ ଜୀବନ ପତ୍ର ଝଡା ଦିଏ....!! #ଜୀବନ

#ଜୀବନ #poem

11 Love


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile