Nojoto: Largest Storytelling Platform

Best ଦିବ୍ଯ Shayari, Status, Quotes, Stories

Find the Best ଦିବ୍ଯ Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 6 Stories

kshetriya Dibya

ମୋତେ ଆପଣ ଭଲ ପାଆନ୍ତୁ କି ଘୃଣାକରନ୍ତୁ
ଆପଣାର ଭାବନ୍ତୁ କି ପର  ଭାବନ୍ତୁ।
ଜେତେ ଦୁର କଲେ ବି 
ମୋତେ 
 ଭୁଲି ପାରିବେ ନାହିଁ।
#ଦିବ୍ଯ

©kshetriya Dibya #Love

kshetriya Dibya

ସଫଳତା ଏକ ପୁରୁଣା ନଳକୂଅ 
ହ୍ୟାଣ୍ଡେଲ ପମ୍ପ କରିବା ପରି।
 ପାଣି ପାଇବା ପୂର୍ବରୁ 
ଆପଣଙ୍କୁ ବହୁତ ସମୟ ପମ୍ପ 
କରିବାକୁ ପଡିବ।

କିନ୍ତୁ 
ଛାଡନ୍ତୁ ନାହିଁ ପମ୍ପ  କରିବା
 ନହେଲେ ଆପଣଙ୍କୁ 
ପୁଣିଥରେ ଆରମ୍ଭ କରିବାକୁ ପଡିବ।
                                   #ଦିବ୍ଯ

kshetriya Dibya

ଜୀବନ ରେ କେବେ ବି 
ଗୋଟିଏ ସାପ ଆପଣଙ୍କୁ 
ଦୁଇ ଥର ଚୋଟ ନମାରୁ ଏଥିପ୍ରତି 
ଧ୍ୟାନ ଦେବେ।
#ଦିବ୍ଯ

kshetriya Dibya

ଗାଁ ରେ ଏକର ଏକର ଜମି ପଡିଆ ପକେଇକି ରାଜଧାନି ର ବାଲକୋନିରେ ବାଇଗଣ ଗଛ ଦେଖି ଭାରି ଖୁସି ହଉଛନ୍ତି ଲୋକ !!
#ଦିବ୍ଯ

kshetriya Dibya

Save Tiger କହିଲୁ ତ ସମାଜସେବୀ କହିଲେ

Save Dog କହିଲୁ ତ ପଶୁପ୍ରେମୀ

    Save Cow କହୁ କହୁ କଟ୍ଟରପନ୍ଥି ଏବଂ
 ସାମ୍ପ୍ରଦାୟିକ ହେଇଗଲୁ
କାହିଁକି..?
#ଦିବ୍ଯ

kshetriya Dibya

ଜୀବନରେ କିଛି ଚିରସ୍ଥାୟୀ ନୁହେଁ, ନା ଯୌବନ ନା ପ୍ରତିପତ୍ତି ନା ସୁଖ ନା କଷ୍ଟ।ମରିଚୀକା ପଛରେ
ଧାବମାନ ବିଜ୍ଞତା ନୁହେଁ ବରଂ ନିର୍ବୋଧତା।
#ଦିବ୍ଯ


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile