Nojoto: Largest Storytelling Platform

Best Dibya Shayari, Status, Quotes, Stories

Find the Best Dibya Shayari, Status, Quotes from top creators only on Nojoto App. Also find trending photos & videos about dibyasha das, dibyasingha deb, dibya chatterjee, dibya, invader zim dib and gaz,

  • 2 Followers
  • 7 Stories

Adyasha Priyadarshini D

#ପ୍ରେମ #ସମର୍ପଣ #ମରୀଚିକା # ହୃଦୟ #ମନ #ଦିବ୍ୟ #ଶୂନ୍ୟତା #yqdidi #yqbaba #yourquote #boostthyself #odia #Yqbhaina #yqodia #munodia #yopowrimo #poem poetry #Dibya

read more
।।। ଶୂନ୍ୟତା ।।।

ନିସ୍ତବ୍ଧ, ନୀରବ ଆଜି ଏ ହୃଦୟ,
ଲାଗିଥିଲା ମେଳା ଦିନେ ଯେଉଁଠି,
ତୁମ ମିଠା କଥାର,
ତୁମ ମନ ଖୋଲା ହସର,
ଆଉ ତୁମର ପରିପୁରକ ପ୍ରତିଟି ଭାବର ।
ସତେ ଯେମିତି ମୋ ହୃଦୟର ଅନ୍ଧାରି ମୁଲକେ 
ଉଦିତ ହୋଇ ଥିଲା
କୁଢ କୁଢ ଆଶାର ସୂରୁଜ,
ଅଜସ୍ର ସ୍ୱପ୍ନର ଜହ୍ନ ତାରା ।
ହେଲେ ପ୍ରେମାନ୍ଧ ଏ ମନ ମୋର,
ଠଉରାଇ ପାରିଲା ନାହିଁ 
ତୁମ ଭାବାବେଗ ର ଅର୍ଥ ।
ଯାହାକୁ ମନେ କରିଥିଲା ତୃଷ୍ଣା ର ଜଳ,
ତାହା ଆଖି ପିଛୁଳାକେ ପାଲଟିଥିଲା ମରୀଚିକା।
ମୁଁ ତ କରିଥିଲି ତୁମ ପାଖରେ ସମର୍ପଣ,
ମୋ ତନୁମନ , ମୋ ସାରା ଜୀବନ ।
ହେଲେ ତୁମେ ଦେଖିପାରିଲ ନାହିଁ ସାଥୀ,
ମୋ ହୃଦୟର ପବିତ୍ରତା,
ମୋ ଆତ୍ମାର ଦିବ୍ୟତା ।
ମାପି ପାରିଲ ନାହିଁ ମୋ ପ୍ରେମର ଗଭୀରତା ,
ଆଉ ଭରିଦେଇ ଗଲ ମୋ ହୃଦୟରେ 
ପୂର୍ବ ପ୍ରାୟ ପୁଳାଏ ଶୂନ୍ୟତା । #ପ୍ରେମ #ସମର୍ପଣ #ମରୀଚିକା # ହୃଦୟ #ମନ #ଦିବ୍ୟ #ଶୂନ୍ୟତା #YQdidi #yqbaba #yourquote #BoostThyself #odia #YQBhaina #YQOdia #MunOdia #YoPoWriMo #Poem #poetry #dibya

kshetriya Dibya

Jay shree ram #Society #Dibya

read more
ଆତ୍ମା CPU ହେଲେ, 
ମନ RAM, 
ଚୈତ୍ୟ ସତ୍ତା Internal Hard Drive ଆଉ ପ୍ରାଣସତ୍ତା ହେଲା
External Hard Drive !!'

ସତରେ ଅବୁଝା ରହିଗଲା !
 ସାରା ଜୀବନ Word, Excel
 ଆଉ
 Powerpoint କୁ ନେଇ ସନ୍ତୁଷ୍ଟ ରହିଲା ପରେ 
ଏତେ କଥା ବୁଝିବାକୁ ସମୟ ମିଳିଲା କେଉଁଠି .
#Dibya

©kshetriya Dibya Jay shree ram

kshetriya Dibya

#Love #Dibya

read more
ନାଲି ରଙ୍ଗ ତୁମର ସେ ସୁନ୍ଦର ସିଥି ପାଇଁ।।
ଗେରୁଆ ରଙ୍ଗ ତୁମର ସେ ସୁନ୍ଦର ଗାଲ  ପାଇଁ।।
ନୀଳ ରଙ୍ଗ ତୁମର ସେ ସୁନ୍ଦର ଆଖି ପାଇଁ।।
ହଳଦି ରଙ୍ଗ ତୁମର ସେ ସୁନ୍ଦର ହାତ ପାଇଁ। ।
ଗୋଲାପି ରଙ୍ଗ ତୁମର ସେ ସୁନ୍ଦର ଓଠ ପାଇଁ।।
Happy Holi
#Dibya

©kshetriya Dibya

kshetriya Dibya

Focus more on the people
 who inspire you rather than 
annoy you.
You'll get much further in life...

#Dibya

©kshetriya Dibya #CHILD_LABOUR

kshetriya Dibya

#Dibya

read more
ସବୁ ମହଙ୍ଗା ହୋଇଗଲା ....
କିନ୍ତୁ ଦିଆସିଲି ସେହି ଏକଟଙ୍କା, କାରଣ ନିଆଁ ଲଗାଇଲା ଲୋକ ଦାମ ସବୁବଳେ ଶସ୍ତା।
#Dibya

kshetriya Dibya

#Dibya

read more
Happy international women's day 
to all the BRAVE 
and BEAUTIFUL 
women in the world.......jay matadi❤🚩
#Dibya

kshetriya Dibya

#Dibya

read more
ସବୁଦିନ ସମାନ ନୁହେଁ, ଭଲ ଘଟଣା ଘଟିବା ପାଇଁ 
ଆପଣଙ୍କୁ ଅପେକ୍ଷା କରିବାକୁ ଏବଂ ଧୈର୍ଯ୍ୟ ଧରିବାକୁ ପଡିବ।
#dibya


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile