Nojoto: Largest Storytelling Platform
kartikeswarjena7850
  • 23Stories
  • 138Followers
  • 320Love
    1.7KViews

Kartikeswar Jena

I am a doctor and a young poet

  • Popular
  • Latest
  • Video
674f1d6b9897dc4219c6800b46dba299

Kartikeswar Jena

ଲୁହ


ମୁଁ ଯୁଝୁଥିବି, ହାରୁଥିବି ପୁଣି ଝୁରୁଥିବି l
ତୁ ବି ଏମିତି ଝରୁଥା l
ଏଇ ଅଲୋଡ଼ା ଚେହେରା ତଳେ
ବିନା ରେଣ୍ଟ୍ ରେ ବସା ବାନ୍ଧି ରହିଥା l

କିନ୍ତୁ ଗୋଟାଏ ସର୍ତ୍ତ,
ସେ ତୋର ଦୁଷ୍ଟାମି ହେଉ କି ପାଗଳାମି ହେଉ,
ମୋ ବିନା ଅନୁମତି ରେ ମୋ ଗାଲ ହେଉ କି ଓଠ କୁ କରିବୁନି ସ୍ପର୍ଶ l
ନଚେତ୍ ହସି ହସି ସମାଜ କହିବ 
"ଏଇ ଦେଖ କାନ୍ଦୁଛି ପୁରୁଷ l"

Kartik

©Kartikeswar Jena
  #CrescentMoon
674f1d6b9897dc4219c6800b46dba299

Kartikeswar Jena

ଭିନ୍ନ ଏକ କର୍ଣ୍ଣ


ସସସ୍ତ୍ରେ  ଥାଇ ବି
 ମୁଁ ତୀରବଦ୍ଧ ଇଛ୍ଥିଥିଲି
 ମୋ ବକ୍ଷରେ l
କିନ୍ତୁ,
ହାରିଥିଲା ସେ
ଜିତିଥିଲି ମୁଁ  l
ସେ ଥିଲା ଯଜ୍ଞାସେନୀ
ମୁଁ ଥିଲି ଭିନ୍ନ ଏକ କର୍ଣ୍ଣ
ମହାଭାରତ ର ପ୍ରେମ ପର୍ବ ରେ l

Kartik

©Kartikeswar Jena
  #hibiscussabdariffa
674f1d6b9897dc4219c6800b46dba299

Kartikeswar Jena

#emotionalstory
674f1d6b9897dc4219c6800b46dba299

Kartikeswar Jena

ତୁମକୁ ଭଲ ପାଇ ସବୁ କିଛି ଏମିତି ଭୁଲି ଗଲି ଯେ,
ଏବେ ତୁମକୁ କେମିତି ଭୁଲିବି
ସେଇଟା ବି ଭୁଲି ଗଲି l

©Kartikeswar Jena
  #ଭୁଲିବା

#ଭୁଲିବା #ଶାୟାରି

674f1d6b9897dc4219c6800b46dba299

Kartikeswar Jena

#romance
674f1d6b9897dc4219c6800b46dba299

Kartikeswar Jena

ମୁଁ ତତଲା ସହର ଟେ ପରି ହୁତ୍ ହୁତ୍ ହେଇ ଜଳୁଛି l
ଆଉ ତୁମେ ଫୁଲେଇ ମୌସୁମୀ ପରି ଘୁଞ୍ଚି ଘୁଞ୍ଚି ଯାଉଛ l
ହେଲେ ଦିନ ଆସିବା
ତମେ ମୋ ତତଲା ଛାତି ରେ ଲୋଟି ପଡ଼ି ପ୍ରେମ ଭିକ୍ଷା କରିବା l

©Kartikeswar Jena
  #Dark
674f1d6b9897dc4219c6800b46dba299

Kartikeswar Jena

ସେ ବିନା ହତିଆର୍ ରେ 
ବି ମୃତ୍ୟୁ କୁ 
ହରେଇ ପାରୁଥିବା ମଣିଷ ଟିଏ l
Happy Doctor's Day

©Kartikeswar Jena
  #Doctors
674f1d6b9897dc4219c6800b46dba299

Kartikeswar Jena

#SadStorytelling
674f1d6b9897dc4219c6800b46dba299

Kartikeswar Jena

ଜୀବନ ର କେତେ ରଙ୍ଗ ,
କିନ୍ତୁ ଲୁହ ରଙ୍ଗ ହୀନ l
ଆଉ ସେ ଲୁହ କୁ ବି ରଙ୍ଗ ଦେଇ ପାରୁଥିବା
 ମଣିଷ କୁ ଇତିହାସ କଳାକାର କହେ l

©Kartikeswar Jena
  # କଳାକାର

# କଳାକାର #ଚିନ୍ତାଧାରା

674f1d6b9897dc4219c6800b46dba299

Kartikeswar Jena

Being yours is my weakness.
But being yours at my own way is my passion.
So just let me make  more and more passionate.

©Kartikeswar Jena
  # passion
loader
Home
Explore
Events
Notification
Profile