Find the Best ଶୁଭ Shayari, Status, Quotes from top creators only on Nojoto App. Also find trending photos & videos aboutଜନàମଦିନର ଶàà¬à‡à¬šàଛା, ରଜ ଶàà¬à‡à¬šàଛା, ଶàà¬à¬°à¬¾à¬¤àରà€, ଶàଠରାତàରି, ଶàଠରବିବାର,
Joy Krishna Behera
a-person-standing-on-a-beach-at-sunset କବିତାରେ ଯୁକ୍ତନାହିଁ ବିଯୁକ୍ତ ବି ନାହିଁ କବିତା ସବୁବେଳେ ସ୍ୱୟଂ ସମ୍ପୂର୍ଣ୍ଣ ବାସ୍ତବ ଓ ସ୍ୱପ୍ନର ମିଳନ କବିତାର ଶବ୍ଦଟିଏ ଯେବେ ମଣିଷ ର ମନ ହରିନିଏ ସେ ଶବ୍ଦ ଟି ଶବ୍ଦ ନୁହେଁ ବରଂ କବିତା ଟିଏ। #ଶୁଭ ସକାଳ # ©Joy Krishna Behera କବିତା
କବିତା
read moreJoy Krishna Behera
White କବିତା ରେ ସୁଖ ନାହିଁ ଦୁଃଖ ବି ନାହିଁ ଆରମ୍ଭ ନାହିଁ କି ସମାପ୍ତି ବି ନାହିଁ। #ଶୁଭ ସକାଳ # ©Joy Krishna Behera କବିତା
କବିତା
read moreJoy Krishna Behera
White କବିତା ମଣିଷ ମନକୁ ଆଲୋକିତ କରେ ଭାଷାକୁ ପ୍ରକାଶ କରେ ଶବ୍ଦ ମାଧ୍ୟମରେ। #ଶୁଭ ସକାଳ # ©Joy Krishna Behera କବିତା
କବିତା
read moreJoy Krishna Behera
Unsplash କବିତା ଜୀବନ ନୁହେଁ କି ମରଣ ନୁହେଁ ଅବା ଉତ୍ତର ନୁହେଁ କି ପ୍ରଶ୍ନ ମଧ୍ୟ ନୁହେଁ। #ଶୁଭ ସକାଳ # ©Joy Krishna Behera କବିତା
କବିତା
read moreJoy Krishna Behera
White ସେ ମୁକ୍ତା ପ୍ରତି ନିମିଷରେ ଛୋଟ ବାଳିକା ପରି ଡେଉଁ ଥାଏ ମୁକ୍ତା ସବୂ ପ୍ରତି କ୍ଷଣେ ବଡ ହେଉଥାଏ ପୁଣି ସାନ ହେଉଥାଏ। ଜଳଟୋପା ପଦ୍ମପତ୍ରରେ ଯେବେ ଯେବେ ମୁକ୍ତା ସାଜୁଥାଏ ହିମାଳୟ ପର୍ବତ ଉପରୁ କାବ୍ୟ ଗଙ୍ଗା ଝରି ଝରି ଯାଏ। #ଶୁଭ ସକାଳ # ©Joy Krishna Behera କବିତା
କବିତା
read moreJoy Krishna Behera
White କବି ପଦ୍ମ ପତ୍ର ସଦୃଶ ଜଳ ଭିତରେ ଥାଇ ମଧ୍ୟ ଓଦା ହୁଏ ନାହିଁ ବରଂ ଜଳ ଟୋପା ପଦ୍ମ ପତ୍ର ରେ ମୁକ୍ତା ପାଲଟି ଯାଏ ଟଳମଳ ଜଳ ବିନ୍ଦୁ ସୂର୍ଯ୍ୟ କିରଣ ରେ ଝଳମଳ ଝଳମଳ ଦିଶୁଥାଏ। #ଶୁଭ ସକାଳ # ©Joy Krishna Behera କବିତା
କବିତା
read moreJoy Krishna Behera
White ପୁଣି ପକ୍ଷୀଟିଏ ହୋଇ ନୀଳ ଗଗନରେ ଉଡିଯାଏ ବାସ୍ତବ ଦୁନିଆ ଭିତରେ କଵିଟି ସ୍ୱପ୍ନ ଟିଏ ଦେଖିଦିଏ ଆଉ କବିର ଶବ୍ଦସବୁ କବିତା ରେ ପରିଣତ ହୁଏ। #ଶୁଭ ସକାଳ # ©Joy Krishna Behera କବିତା
କବିତା
read moreJoy Krishna Behera
White କବିତା ରେ ଶବ୍ଦ ସବୁ କଥା କହେ ନୃତ୍ୟ କରେ ଆଉ ସଙ୍ଗୀତ ଶୁଣାଏ ପୁଣି କେବେ ଛବି ହୋଇଯାଏ କେଉଁଠି ହୃଦୟ ର ସାତ ସାଗର ପାରି ହୋଇ ଯାଏ। #ଶୁଭ ସକାଳ # ©Joy Krishna Behera କବିତା
କବିତା
read moreJoy Krishna Behera
White ଶତ ସୂର୍ଯ୍ୟ ର ଆଲୋକ ରେ କାରାଗାର ଉଦ୍ ଭାସିତ ହୁଏ ଲକ୍ଷ ପଦ୍ମ ଫୁଲ ବାସ୍ନାରେ କାରାଗାର ସୁରଭିତ ହୁଏ ଦେବକୀ ଓ ବସୁଦେବ ର ଯେବେ ଦୁଃଖ ଅନ୍ତ ହୁଏ ତେବେ ଯାଇ କବିତାଟିଏ ଜନ୍ମଲାଭ ହୁଏ। #ଶୁଭ ସକାଳ # ©Joy Krishna Behera କବିତା
କବିତା
read moreJoy Krishna Behera
White କଂସ ର କାରାଗାର ର ରାତ୍ରି ର ଅନ୍ଧକାରେ ପ୍ରସବ ଯନ୍ତ୍ରଣା ର ଶବ୍ଦରେ ଯେଉଁ ଛୋଟ ଫୁଲ ଟିଏ ଫୁଟେ ସେଫୁଲର ଅଦୃଶ୍ୟ ଶକ୍ତି ରେ ରୁଦ୍ଧଦ୍ୱାର ସବୁ ଆପେଆପେ ଫିଟେ। #ଶୁଭ ସକାଳ # ©Joy Krishna Behera କବିତା
କବିତା
read more